ଜିଲ୍ଲା

ଜିଲ୍ଲା ଶ୍ରମ ବିଭାଗର ଦୁର୍ନୀତି କୁ ନେହି ସାମ୍ବାଦିକ ସମ୍ମିଳନୀ କଲେ ଶ୍ରମି ମହା ସଂଘ .

ଜିଲ୍ଲା ଶ୍ରମ ବିଭାଗର ଦୁର୍ନୀତି କୁ ନେହି ସାମ୍ବାଦିକ ସମ୍ମିଳନୀ କଲେ ଶ୍ରମି ମହା ସଂଘ .
ନବରଙ୍ଗପୁର 14/03/26 (AKN NEWS)ନବରଙ୍ଗପୁର ଜିଲ୍ଲା ରାଜ ମିସ୍ତ୍ରୀ ଓ଼ ନିର୍ମାଣ ଶ୍ରମିକ ମହା ସଂଘ ର କର୍ମ କର୍ତ୍ତା ମାନେ ତାରାଗାଁ ନିକଟସ୍ଥ କକଡା କନାରୀଠାରେ ଏକତ୍ରିତ ହୋଇ ସଂଘ ର ବିଭିନ୍ନ ସମସ୍ୟା କୁ ନେହି ଆଲୋଚନା କରି ଜିଲ୍ଲା ଶ୍ରମ ବିଭାଗପକ୍ଷ ରୁ ନିର୍ମାଣ ଶ୍ରମିକ ମାନଙ୍କ ସହାୟତା ବଣ୍ଟନ ଓ଼ ନିର୍ମାଣ ଶ୍ରମିକ ପଞ୍ଜି କରଣ କ୍ଷେତ୍ରରେ ଦୁର୍ନୀତି ଓ଼ ଅନିୟମିତତା. ଜୀବିତ ଥିବା ଶ୍ରମିକ ମାନଙ୍କୁ ମୃତ ଦେଖାଇ. ଦଲାଲ ମାନଙ୍କ ସହିତ ଲକ୍ଷ ଲକ୍ଷ ଟଙ୍କାହଡପ କରିବା l ଜୀବିତ ଲୋକଙ୍କ ମୃତ୍ୟୁ ସାର୍ଟିଫିକେଟ ତଦନ୍ତ ନ କରି କେମିତି କାହାର ସୁପାରିଶ ରେ ସାର୍ଟିଫିକେଟ କାର୍ଯ୍ୟ କାରି ହେବା.ଜୀବିତ ଥିବା ବ୍ୟକ୍ତି ଙ୍କୁ ମୃତ୍ୟୁ କହି ସରକାର ଙ୍କ ବିଭିନ୍ନ ଯୋଜନା ରୁ ବଞ୍ଜିତ କରାଇବା. ଦୁର୍ନୀତି ସହ ଜଡିତ ବ୍ୟକ୍ତିଙ୍କୁ ଓ଼ ସରକାରୀ କର୍ମଚାରୀ ମାନଙ୍କୁ ଚାକିରିରୁ ବହିଷ୍କାର ନ କରି ଦୋଷୀ ମାନଙ୍କୁ ସୁରକ୍ଷା ଦେଲା ଭଳି କିଛି ମାମୁଲି ଦଲାଲ ମାନଙ୍କୁ ଗିରଫ କରାଯିବା ପଦକ୍ଷେପ ଲୋକଙ୍କୁ ସନ୍ଦେହ ବଡାଉଛି ଏବଂ ନିର୍ମାଣ ଶ୍ରମିକ ସହାୟତା ଆବେଦନ କରିଥିଲେ ସୁଦ୍ଧା ସେମାନଙ୍କୁ ସହାୟତା ନ ମିଳିବା ବିଭିନ୍ନ ଶ୍ରମିକ ସମସ୍ୟା ଗୁଡିକ କୁ ନେଇ ଜିଲ୍ଲା ଶ୍ରମିକ ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ କରା ଯାଇଛି । ଏହି ସମ୍ମିଳନୀ ରେ ଜିଲ୍ଲା ସଭାପତି. ବିପିନ ନାଗ.ଜିଲ୍ଲା ଆଇନ ଉପଦେଷ୍ଠା.ସିରାଜ ଉଦ୍ଦିନ ମହମଦ. ଆଶେର ଜାନି.ଜିଲ୍ଲା ସହ ସମ୍ପାଦକ.ରାଜେଶ ଜାନି.କୋଷାଧକ୍ଷ ପର୍ଶୁ ନାୟକ. ଜିଲ୍ଲା ସଭ୍ୟ. ରାମଧର ନାୟକ. କୃପା ଗରଡ଼ା ଙ୍କ ସହ ବହୁତ ଜିଲ୍ଲା ଶ୍ରମମିକ ସଭ୍ୟ ମାନେ ଯୋଗ ଦେଇଥିଲେ..ସମସ୍ୟା ର ସମାଧାନ କରିବା ପାଇଁ ତଦନ୍ତ କରି ଉଚିତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରା ନ ଗଲେ lଜିଲ୍ଲା ନିର୍ମାଣ ଶ୍ରମିକ ମହା ସଂଘ ରାଜ ରାସ୍ତା ଙ୍କୁ ଉହ୍ଲାଇ ବାର ଚେତାବନି ଦେଇଥିବାର ଦେଖିବା କୁ ମିଳିଛି. l ଘାସିରାମ ହରିଜନ ଙ୍କ ରିପୋର୍ଟ ନବରଙ୍ଗପୁର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!