ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ଅନୁଷ୍ଠିତ

ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ଅନୁଷ୍ଠିତ
ଗ୍ରାମାଞ୍ଚଳ ର କଳା ପ୍ରତିଭା କୁ ବିକଶିତ ପ୍ରସ୍ଫୁଟିତ କରି ପଞ୍ଚୟ ସ୍ତର ରୁ ବ୍ଲକ ସ୍ତର ଏବଂ ବ୍ଲକ ରୁ ଜିଲ୍ଲା ସ୍ତର ରେ ପ୍ରଦର୍ଶିତ କରି କଳା କୁ ଆଗକୁ ନେବା ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଅନୁଷ୍ଟିତ ପଞ୍ଚାୟ ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା2026 ଜୟପାଟଣା ବ୍ଲକ ସିନ୍ଦିକା ଗୁଡ଼ ପଞ୍ଚାୟତ ପରିସର ରେ ଅନୁଷ୍ଟିତ ହୋଇ ଯାଇଛି। ଗ୍ରାମ ପଞ୍ଚାୟତ ସରପଞ୍ଚ ଚକ୍ରଧରଧଙ୍ଗଡା ମାଝୀ ଙ୍କ ସଭା ପତିତ୍ୟ ରେ ଅନୁଷ୍ଟିତ କାର୍ଯ୍ୟ କ୍ରମ ରେ ମୁଖ୍ୟ ଅଥିତି ଭାବରେ ସମାଜ ସେବୀ ଅନନ୍ତ କୁମାର ବେହେରା,ମାୟାଧର ବାଣୁଆ,ଶ୍ରୀକାନ୍ତ ନାୟକ,ପଦ୍ମ ଚରଣ ବାଣୁଆ,ସରିତା ବେହେରା ,ଅଥିତି ଭାବରେ ଟଙ୍କ ଧର ବିହାରୀ ପର୍ଯ୍ୟବେକ୍ଷକ ହରିହରଛତ୍ରିଆ,ରେବତିକନ୍ତ ଶବର ମଞ୍ଚଷିନ ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତଙ୍କନ,ନୃତ୍ୟ ଗୀତ ସଂଗୀତ ପ୍ରତିଯୋଗିତା ସହ ମହିଳା ମାନଙ୍କ ଦ୍ଵାରା ହୁଳହୁଳି,ଝୋଟି ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା, କୃତି ପ୍ରତି ଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।
କଳାହାଣ୍ଡି ଜୟପାଟଣା ରୁ ଟଙ୍କଧରବିହାରୀ ଙ୍କ ରିପୋଟ akn news