ପ୍ରଧାନ ଶିକ୍ଷକଙ୍କ ବିଦାୟ କାଳୀନ ସମର୍ଦ୍ଧନା

(AKN NEWS): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବୁଢ଼ାବାହାଲ ଗ୍ରାମ ପଂଚାୟତ ର ପଂଚାୟତ ହାଇସ୍କୁଲ ପ୍ରଧାନ ଶିଷକ ବରୁଣ କୁମାର ସାହୁ ବିଦ୍ୟାଳୟ ଓ ଶିଷକ ଙ୍କ ତରଫରୁ ବିଦାୟ କାଲିନ ସମର୍ଦ୍ଧନା କରାଯାଇଛି l ଭାରାପ୍ରାପ୍ତ ପ୍ରଧାନ ଶିଷକ ଦିଲୀପ କୁମାର ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ l ମୁଖ୍ୟ ଅତିଥିଭାବେ ପ୍ରଦୀପ କୁମାର ନାଗ (ଜିଲ୍ଲା ଶିକ୍ଷା ଅଧିକାରୀ ବଲାଙ୍ଗୀର )ସମ୍ମାନିତ ଅତିଥି ଭାବେ ନାରାୟଣ ଭୋଇ (ABEO)ଡାକ୍ତର ଚିନ୍ତାମଣି ରଣା, ବିନାୟକ ବେହେରା, ଚାଣ୍ଡାଳ ମିଶ୍ର, ନମ୍ରତା ବାରା (ri )କପିଳ ଭୋଇ (ପୂର୍ବତନ ସରପଞ୍ଚ )ମୁଖ୍ୟ ବକ୍ତା ସୁଶୀଲ କୁମାର ସୁନା,ମଞ୍ଚ ପରିଚାଳନା ଭୂପିନ୍ଦର ହରପାଳ (ପ୍ରଧାନ ଶିଷକ ଖାରିବାହାଲ)ସରୋଜ ମିଶ୍ର, ସହପାଠୀ ଶିଷକ ପ୍ରଦୀପ ସାହୁ, ସତ୍ୟବାନ ସାହୁ, ବିବଛ କୁମାର ସାହୁ,ପର୍ଶୁ ସାହୁ ବିବଚ୍ଛ କୁମାର ସାହୁ,ମୋହନ କୁମାର ସାହୁ ସ୍କୁଲ ସଭାପତି ଭୀଷ୍ମ ସାହୁ, କାଳିଆ ପୁଟେଲ, ପିତାମ୍ବର ମେହେର କମିଟି ମେମ୍ବର ସୁରେଶ ଚନ୍ଦ୍ର ଭୋଇ, ଉପସ୍ଥିତ ଥିବାବେଳେ ,ସୁରେଶଚନ୍ଦ୍ର ସାହୁ, , କ୍ଷମାନିଧି ସାହୁ, ଓ ସତାଧିକ ଛାତ୍ରଛାତ୍ରୀ ଥିଲେ, ପଂଚାୟତ ହାଇସ୍କୁଲ ଠାରୁ, ଶ୍ରୀ ସାହୁ ଶିଷକ ଙ୍କୁ ସଂକୀର୍ତନ ଓ ବାଦ୍ୟ ଖୋଲ ତାଳ କରି ପଂଚାୟତ ସ୍ଥିତ ବୁଢ଼ାବାହଲ ଠାରୁ ତାଙ୍କ ବାସସ୍ଥାନ ଡୁଙ୍ଗୁରିପାଲି ପର୍ଯନ୍ତ ଗ୍ରାମବାସି ତଥା ଆଖପାଖ ଗ୍ରାମର ଶତାଧିକ ମହିଳା ପୁରୁଷ ଓ ଛାତ୍ରଛାତ୍ରୀ ଶ୍ରୀ ସାହୁ ଙ୍କୁ ସମ୍ଭର୍ଦ୍ଧନା କରିଥିଲେ |
ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS


