ଓଡିଶା ଖବର

ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ରାମ ନବମୀ ଉପଲକ୍ଷେ ସ୍ୱାଗତ ଆଇ ଟି ଆଇ ତରଫରୁ ସ୍ଥାନୀୟ ମାଣିକେଶ୍ବରୀ ଛକ ଠାରେ ଦହି ପଣା ବଣ୍ଟନ

(AKN NEWS): ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ରାମ ନବମୀ ଉପଲକ୍ଷେ ସ୍ୱାଗତ ଆଇ ଟି ଆଇ ତରଫରୁ ସ୍ଥାନୀୟ ମାଣିକେଶ୍ବରୀ ଛକ ଠାରେ ଦହି ପଣା ବଣ୍ଟନ କରାଯାଇଅଛି I ନିର୍ଦ୍ଧେଶିକା ପ୍ରୀତି ପଟ୍ଟନାୟକ ଙ୍କ ନେତୃତ୍ୱ ରେ ହୋଇଥିବା

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘ ସଭାପତି ପ୍ରଦୀପ କୁମାର ଦାସ,, ସ୍ୱାଗତ ଆଇ ଟି ଆଇ ଟ୍ରଷ୍ଟର ଚିତ୍ତରଞ୍ଜନ ଦାସ, ମାନସ ରଞ୍ଜନ ଦାସ, ସନ୍ଦୀପ କୁମାର ଦାସ,ଦୁର୍ୟୋଧନ ସାହୁ, ଛାତ୍ର ଛାତ୍ରୀ ତଥା ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ I ପ୍ରବଳ ଖରା ଯୋଗୁଁ ଲୋକମାନେ ଦହି ପଣା ପାନ କରି ଆପ୍ୟାୟିତ ହୋଇଥିଲେ I

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!