ଅନନ୍ୟ

ମହା ନବମୀ ରେ ଆଜି ନବ ଦିନ ପାଳିତ ଡ଼ାଣ୍ଡିଆ/ଗର୍ବା କୁ ଖଡିଆଳ ଯୁବରାଜ ଦେବ ଦେବ ସିଂ ଦେଓ ଉଦଯାପିତ ଘୋଷଣା

ମହା ନବମୀ ରେ ଆଜି ନବ ଦିନ ପାଳିତ ଡ଼ାଣ୍ଡିଆ/ଗର୍ବା କୁ ଖଡିଆଳ ଯୁବରାଜ ଦେବ ଦେବ ସିଂ ଦେଓ ଉଦଯାପିତ ଘୋଷଣା

 

ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ରାଜା ପଡ଼ା ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଡାଣ୍ଡିଆ/ଗର୍ବା ଖେଳ ଉଦଯାପିତ ହୋଇଯାଇଅଛି। ମହା ନବମୀ ରେ ଆଜି ନବ ଦିନ ପାଳିତ ଡ଼ାଣ୍ଡିଆ/ଗର୍ବା କୁ ଖଡିଆଳ ଯୁବରାଜ ଦେବ ଦେବ ସିଂ ଦେଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆଳତି କରି ଥିବା ବେଳେ ଉଦଯାପିତ ଘୋଷଣା କରିଛନ୍ତି। ଶେଷ ଦିନ ରେ ନିଜେ ମଧ୍ୟ ଗର୍ବା ନୃତ୍ୟ କରି ଜଗତ ଜନନୀ ମାଁ ଦୁର୍ଗା ଙ୍କୁ ସମସ୍ତଙ୍କ କୁଶଳ ମଙ୍ଗଳ କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ନରୋତ୍ତମ ସିଂ ଠାକୁର, ମନ୍ନୁ ହଟୁଆର, ଅଜୟ ସେବକ, ମନୋଜ ବାଗ, ସହ ବହୁ ସଦସ୍ୟ ସାମିଲ ହୋଇଥିଲେ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!