ଓଡିଶା ଖବର

ପହେଲେ ଗାଓ ସହିଦଙ୍କୁ ନର୍ସିଂ ଛାତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ ଅର୍ପଣ 

କୁଚିଣ୍ଡା(AKN NEWS):କୁଚିଣ୍ଡା ସ୍ଥିତ ବାଳମତି ଦେହୁରୀ ନର୍ସିଂ କଲେଜ ପରିସର ରେ ଶିକ୍ଷାବିତ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ପହିଲଗାଓଁ ଠାରେ ଉଗ୍ରପନ୍ଥି ଗୁଳି ରେ ହୋଇଥିବା ୬୦ ଜଣ ନିରିହ ପର୍ଯ୍ୟଟକ ଓ ଏହାକୁ ବିରୋଧ କରି ଜଣେ ଅଟୋ ଚାଳକ ହେଇଥିବା ସହିଦଙ୍କ ଅମର ଆତ୍ମା ର ସଦଗତି କାମନା କରି ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଆଦିବାସି ସମାଜିକ ଓ ସଂସ୍କୃତିକ ପରିଷଦ ର କର୍ମ କର୍ତ୍ତା ରମେଶ ପ୍ରଧାନଙ୍କ ସହିତ ନର୍ସିଂ ଛାତ୍ରୀ ସୁଶ୍ରୀ କ୍ଷତି ପ୍ରଭା ବାଘ୍, ହରିପ୍ରୀୟା କିସାନ ସୁନୀତା କୁଯୁର ,ଦୀପଞ୍ଜଳି ପ୍ରଧାନ ,ଫଲ୍ମାନି କିସାନ ,ସୁଲଭା କିସାନ ସୁଖ କି ସା ନ, ଉର୍ମିଲା ମାଝୀ , ପର୍ଥଭି କିସାନ ,ଜେମା ରୋହି ଦାସ ଝରଣା ମହା ନ୍ଦିଆ ,ସରିତା ଦୁଡୁମ୍ ,ସୁନେଲି କିସାନ୍ ଆରତୀ ବାଦି, ସସନି ପିଙ୍ଗ ରଜନି ଛତ୍ରିଆ ,ଆଲିମା ବାଗ ଗିଗୀମା ସୁହୁଲା,ପ୍ରତିମା ସିଧର ପ୍ରମୁଖ ଠିଆ ହୋଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ସ୍ବର୍ଗତ ଆତ୍ମା ର ସଦଗତି କାମନା କରି ଥିଲେ ।ଶ୍ରଦ୍ଧାଂଜଳି ସଭା ଶେଷ ରେ କ୍ଷିତି ପ୍ରଭା ବାଗ୍ ଧନ୍ୟୁବାଦ୍ ଜ୍ଞାପନ କରି ଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!