ଓଡିଶା ଖବର

ସଂସ୍କୃତି ର ପ୍ରାଣକେନ୍ଦ୍ର କଟକ ସ୍ଥିତ ଟାଉନ୍ ହଲ୍ ରେ କଳିଙ୍ଗ କଳା

(AKN NEWS):ପ୍ରତିଯୋଗିତା ଜିଲ୍ଲା ସଭାପତି ମୀନକେତନ ପ୍ରଧାନଙ୍କ ତତ୍ୱବଧlନରେ ରଜ ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବ୍ୟାପୀ ସମସ୍ତ କଳାକାର ନୃତ୍ୟ , ଓଡ଼ିଶୀ ,ଅଭିନୟ,କିର୍ତ୍ୟନ୍ୟ ତଥା ବିଭିନ୍ନ ଲୋକନୃତ୍ୟ ପରିବେଷଣ ହୋଇଥିଲା ଗତ ତା -15-06-2 025ରଜ ସଂକ୍ରାନ୍ତି ଉପଲକ୍ଷେ l ଏଥିରେ ଶ୍ରୀ ରାମଜୀ ନାଟ୍ୟ କଳା ପରିଷଦ ଦେଉଳଗାଁ ରାମଲୀଳା (ରାବଣ ମରିଚ ସମ୍ବାଦ)2ୟ ସ୍ଥାନ ରେ ସମ୍ମାନିତ ହୋଇ ଟ୍ରଫି ହାସଲ କରିଥିବା ବେଳେ ରାବଣ ଭୂମିକା ରେ ଅଭିନୀତ ଶ୍ରୀ ପୁରନ୍ଦର ସାହୁ ଙ୍କୁ ରାଜା କିଙ୍ଗ👑 ଭାବରେ ସମ୍ମାନିତ କରିବା ସହିତ ଟ୍ରଫି ପ୍ରଦାନ କରିଥିଲେ , ଏଥିରେ ସୃପନଖା ଭୂମିକା ରେ ଉମାକାନ୍ତ ଯୁଆଡି,ମରିଚ_ଚନ୍ଦ୍ରଚୁଡ ବାରିକ ,ମନ୍ଦୋଦରୀ_ବିନୟ ସାହୁ, ମନ୍ତ୍ରୀ – ଦୁଷ୍ମନ୍ତ ସାହୁ, ବାଦ୍ୟଯନ୍ତ୍ର ରେ ଧନଞ୍ଜୟ ବିଶ୍ଵାଳ ଓ ଜୟନ୍ତ ଭୋଇ ତଥା ଗୋପାଳ ରଥ,ଉମାକାନ୍ତ ଯୁଆଡି ,ଉମାକାନ୍ତ ଦାସ,କାଳିଆ ପୁଟେଲ, ବସନ୍ତ ସାହୁ ମହେନ୍ଦ୍ର ବନଛୋର୍ ,ସଭାପତି ଠନ ସୁନ୍ଦର ରଥ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ ll,

ବରଗଡ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!