ଧର୍ମଗଡ ତା ୦୩/୭/୨୫ ରିଖ ସ୍ଥାନୀୟ ସ୍ନାତକ ଡିଗ୍ରୀ ମହିଳା ମହାବଦ୍ୟାଳୟରେ ଆଜି NSS ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି ।

(AKN NEWS):ଧର୍ମଗଡ ସ୍ଥାନୀୟ ସ୍ନାତକ ଡିଗ୍ରୀ ମହିଳା ମହାବଦ୍ୟାଳୟରେ ଆଜି NSS ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜୁରୀ ପଣ୍ଡା ଙ୍କ ସଭାପତିତ୍ବ ରେ ଧମର୍ଗଡ ବନ ବିଭାଗ ଉପ -ଅଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର ବେହେରା ଯୋଗ ଦେଇ ବୃକ୍ଷ ର ମାହାତ୍ମ୍ୟ ବର୍ଣ୍ଣନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବନପାଳ ଝୁନୁମାଲା ସାହୁ ଏବଂ ସୀମା ଧଙ୍ଗଡା ମାଝୀ ଉପସ୍ଥିତ ଜା ଥିଲେ । ଏହି ସଭାରେ ହାୟର ସେକେଣ୍ଡରୀ ସ୍କୁଲ ରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ଏବଂ ଅଧ୍ୟାପକ ଶ୍ରୀ ବଙ୍କିମ ମୁଣ୍ଡ ଓ ସଞ୍ଜୀବ ମୁଣ୍ଡ ଉପସ୍ଥିତ ଥିଲେ ।
ବୃକ୍ଷ ହିଁ ଆମର ପରମ ମିତ୍ର, ବୃକ୍ଷ ହିଁ ଆମର ଜୀବନ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।
ଏହି ସଭାରେ ଅଧ୍ୟାପିକା ଜୟନ୍ତୀ କୁମାରୀ ମୁଦୁଲି,ଅଧ୍ୟାପକ ଶ୍ରୀ ସରୋଜ ମେହେର, ପଦ୍ମାଳୟା ଦଣ୍ଡସେନା,ସୁଜାତା ମାହାନ୍ତି,ଅର୍ଚ୍ଚନା ଗୁଛି , ଝରଣା ପ୍ରଧାନ, ସନ୍ଧ୍ୟା ବାରିକ ଲୁସି ଗଉଡ,କୁମୁଦିନୀ ନାଏକ ,ଲକ୍ଷପତି ନାଏକ ଉପସ୍ଥିତ ଥିଲେ ପରେ ପରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରା ଯାଇଥିଲା ।
ବ୍ୟୁରୋ ରିପୋର୍ଟ AKN NEWS


