କଳିଙ୍ଗ 24 NEWS ଆନୁକୁଲ୍ୟରେ ସ୍ଵଚ୍ଛ ଭାରତ ଅଭିଯାନ

ଉମରକୋଟ (AKN NEWS):ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ୍ ଅନ୍ତର୍ଗତ ଦର୍ଗାଗୁଡ଼ା ଏ.ବି.ଫର୍ ଠାରେ କଳିଙ୍ଗ 24 news ଚ୍ୟାନେଲ ପ୍ରତିନିଧି ସମାଜ ସେବୀ, କେନା ରାମ ବିଶ୍ବାସଙ୍କ ଅଧ୍ୟକ୍ଷତାରେ ଉମରକୋଟ ପୌର ପରିଷଦର କିଛି କର୍ମକର୍ତ୍ତା, ଓ ଦର୍ଗାଗୁଡ଼ା ଯୁବ ଗୋଷ୍ଟୀ ଉକ୍ଲୀୟ ସ୍ୱଚ୍ଛ ଭାରତ ସଂଘ ର ସଭ୍ୟକୁ ନେଇ ଏକ ସ୍ୱଚ୍ଛ ଭାରତ ଅଭିଯାନ ତଥା ଆବାରର୍ନେସ କାର୍ଯ୍ୟକ୍ରମ ଦର୍ଗାଗୁଡ଼ା ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଅଛି।
ଉକ୍ତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପେଣ୍ଡ୍ ରାଣୀ ମହାବିଦ୍ୟାଳୟ ଅଧ୍ୟାପକ ଡ଼ା.ଅନିଲ କୁମାର ମିଶ୍ର, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲକ୍ କୁମାର ଅନୁକୁଲିଆ, ଏବଂ ପୌର ପରିଷଦ ୱାର୍ଡ଼ ମେମ୍ବର ADV ତପନ ଦେବନାଥ, ଜଗଦେଇ ଥିବାବେଳେ। OUWJ ସାମ୍ୱାଦିକ ସଂଘର ଜିଲ୍ଲା ସଭାପତି ଶେଖର ଖୁରା OUWJ ସଂଘର ସମ୍ପାଦକ, ଆଶକ କୁମାର ସାହୁ କୋଷାଧ୍ୟକ୍ଷ, ରଞ୍ଜିତ ନାୟକ, କଳିଙ୍ଗ 24 NEWS ର ଅଲ୍ ଓଡ଼ିଶା ବ୍ୟୁରୋ ଚିପ ସଞ୍ଜୀବ ଖୁରା ଏବଂ ଦର୍ଗାଗୁଡ଼ା ଗ୍ରାମର ଯୁବ ସମାଜ ଓ ମହିଳା ସମାଜ ସମିତ ଗ୍ରାମରେ ଥିବା ପାର୍କ ଏବଂ ଜେଲ୍ ରାସ୍ତାରେ ଥିବା ଲଟା ବୁଦା କାଟି ଅଳିଆ ଆବର୍ଜନା ସଫା କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


