ଓଡିଶା ଖବର
ବସ ମାଲିକ ସଂଘର ସମ୍ପାଦକ ତଥା ବିଜୁ ପରିବାର ସଦସ୍ୟ ପ୍ରବୀଣ ଖମାରୀ (ମୁନା ଦାଦା) ଆଉ ଆମ ଗହଣରେ ନାହାଁନ୍ତି

(AKN NEWS): ବସ ମାଲିକ ସଂଘର ସମ୍ପାଦକ ତଥା ବିଜୁ ପରିବାର ସଦସ୍ୟ ପ୍ରବୀଣ ଖମାରୀ (ମୁନା ଦାଦା) ଆଉ ଆମ ଗହଣରେ ନାହାଁନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ ପରିବାର ବର୍ଗଙ୍କୁ ମୁଁ ସମବେଦନା ଜଣାଉଛି। ଓଁ ଶାନ୍ତିଃ 🙏
ବ୍ୟୁରୋ ରିପୋର୍ଟ AKN NEWS


