ଜିଲ୍ଲା
ବଙ୍ଗଳାଦେଶୀ ଓ ରୋହିଙ୍ଗିଆ ଅନୁପ୍ରବେଶକାରୀ ଙ୍କୁ ଚିହ୍ନଟ କରି କଳାହାଣ୍ଡି ଜିଲ୍ଲାରୁ ବାହାର କରିବା ପାଇଁ ଆଜି ଜିଲ୍ଲା କଲେକ୍ଟର ଙ୍କୁ ଏକ ମେମୋରେଣ୍ଡମ ପ୍ରଦାନ

ଭବାନୀପାଟଣା (akn news) ବଙ୍ଗଳାଦେଶୀ ଓ ରୋହିଙ୍ଗିଆ ଅନୁପ୍ରବେଶକାରୀ ଙ୍କୁ ଚିହ୍ନଟ କରି କଳାହାଣ୍ଡି ଜିଲ୍ଲାରୁ ବାହାର କରିବା ପାଇଁ ଆଜି ଜିଲ୍ଲା କଲେକ୍ଟର ଙ୍କୁ ଏକ ମେମୋରେଣ୍ଡମ ପ୍ରଦାନ କଲୁ। ଜିଲ୍ଲା ସଭାପତି ଶ୍ରୀ ଶାନ୍ତନୁ କୁମାର ମୁଣ୍ଡ ଜିଲ୍ଲା ସଭାପତି ବିଶ୍ବହିନ୍ଦୁ ପରିଷଦ, ସଂପାଦକ ଶ୍ରୀ ସେବକ ରାମ ସାହୁ, ଶ୍ରୀ ଦେବୀ ପ୍ରସାଦ ଦାଶ ବିମର୍ଶ ପ୍ରମୁଖ,କ୍ରୁଷ୍ଣ ମୋହନ ଯୋଶୀ ଜିଲ୍ଲା ବୁଦ୍ଧିଜୀବୀ ପ୍ରମୁଖ, ଶ୍ରୀ ସୁନିଲ ବେହେରା ନଗର ସଭାପତି, ଶ୍ରୀ ସନ୍ତୋଷ ପ୍ରସାଦ ଦାଶ, ସଦର ସଭାପତି ବିଶ୍ବହିନ୍ଦୁ ପରିଷଦ, ସମ୍ପାଦକ ଶ୍ରୀ ଲାଛିଆ ପାତ୍ର , ଶ୍ରୀମନ୍ତ ପଟେଲ ବଜରଙ୍ଗଦଳ ପ୍ରମୁଖ, ଶ୍ରୀ ରାମଚନ୍ଦ୍ର ନାୟକ ବିଭାଗ ସମ୍ପାଦକ ସମସ୍ତ କାର୍ଯ୍ୟ କର୍ତ୍ତା ଙ୍କ ଉପସ୍ଥିତି ରେ ପ୍ରଦାନ କରାଗଲା।