ଜିଲ୍ଲା
ଭବ୮୦ ବର୍ଷ ବୟସ୍କ ଟି. ରାମକୃଷ୍ଣ ୩୦୦୦ ମିଟର ଚାଲିବା ରେ ଗୋଟିଏ ସ୍ୱର୍ଣ୍ଣ ପଦକ ପାଇ ସମ୍ମାନିତ
ଭବାୀପାଟଣା () ମଧ୍ୟପ୍ରଦେଶ ଆଥଲେଟିକ୍ସ ଦ୍ୱାରା ୧୩ ରୁ ୧୫ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଜବଲପୁରର ଗୋକଳପୁରସ୍ଥିତ ସରକାରୀ ଇଞ୍ଜିନିୟରିଂ ଗ୍ରାଉଣ୍ଡରେ ଆୟୋଜିତ ୪୫ତମ ଭାରତୀୟ ମାଷ୍ଟର୍ସ ଆଥଲେଟିସ୍ ଚାମ୍ପିଅନସିପ୍ ୨୦୨୬। ଭବାନୀପାଟଣାର ବାହାଦୁର ବାଗିଚା ପଡ଼ାର ୮୦ ବର୍ଷ ବୟସ୍କ ଟି. ରାମକୃଷ୍ଣ ଅଂଶଗ୍ରହଣ କରିଥିଲେ ଏବଂ ୩୦୦୦ ମିଟର ଚାଲିବା ପାଇଁ ଗୋଟିଏ ସ୍ୱର୍ଣ୍ଣ ପଦକ ପାଇ ସମ୍ମାନିତ ହୋଇଥିଲେ। ୧୫୦୦ ମିଟର ଦୌଡ଼ ପାଇଁ ଗୋଟିଏ ବ୍ରୋଞ୍ଜ ପଦକ ଏବଂ ୮୦୦ ମିଟର ଦୌଡ଼ ପାଇଁ ଗୋଟିଏ ବ୍ରୋଞ୍ଜ ପଦକ।
