ଓଡିଶା ଖବର

ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର ,(AKN NEWS):ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ସଭାପତି ପଟ୍ଟନାୟକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମହିଳା, ଚାଷୀ, ଯୁବଗୋଷ୍ଠୀଙ୍କ କଲ୍ୟାଣ ସହ ଆଧୁନିକ ଓଡ଼ିଶା ଗଠନ ଦିଗରେ ବିଜୁ ବାବୁଙ୍କ ଅବଦାନକୁ ସଭାପତି ଏହି ଅବସରରେ ମନେ ପକାଇଛନ୍ତି।

ଭୁବନେଶ୍ୱର ରୁ ଖୋର୍ଦ୍ଧା ଜିଲ୍ଲା ବ୍ୟୁରୋ ଚିଫ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!