ଓଡିଶା ଖବର

ଚିଲିକା ବ୍ଲକ ଅନ୍ତର୍ଗତ କାଙ୍କଣ ଶ୍ରୀକ୍ଷେତ୍ରର ଲୀଳାମୟ କ୍ଷେତ୍ରକୁ କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଆସିଥିଲା ନିମନ୍ତ୍ରଣ

  1. ଭୁବନେଶ୍ୱର ,(AKN NEWS):ଚିଲିକା ବ୍ଲକ ଅନ୍ତର୍ଗତ କାଙ୍କଣ ଶ୍ରୀକ୍ଷେତ୍ରର ଲୀଳାମୟ କ୍ଷେତ୍ରକୁ କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଆସିଥିବା ନିମନ୍ତ୍ରଣ ପତ୍ର ଭବ୍ୟ ଓ ଭକ୍ତିମୟ ପରିବେଶ ରେ ସେବାୟତ ଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା l ଚିଲିକା ବ୍ଲକ ପ୍ରଶାସନ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆକର୍ଷଣୀୟ ହୋଇଥିଲା

ଭୁବନେଶ୍ୱର ରୁ ଖୋର୍ଦ୍ଧା ଜିଲ୍ଲା ବ୍ୟୁରୋ ଚିଫ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!