ଓଡିଶା ଖବର

ଫିଲ୍ମନିର୍ଦ୍ଦେଶକ ସୁଧାକରବସନ୍ତ ଗୁରୁତର ହୋଇଥିବା ସୂଚନା 

ଭୁବନେଶ୍ୱର (AKN NEWS): ଫିଲ୍ମନିର୍ଦ୍ଦେଶକ ସୁଧାକରବସନ୍ତ ଗୁରୁତର ହୋଇଥିବା ସୂଚନା l ସୂଚନା ଅନୁଯାଇ ସେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କଟକ ନିକଟ ମଙ୍ଗୁଳି ଛକରେ ଘଟିଛି ଏହି ଦୁର୍ଘଟଣା। ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁଧାକର କାର ଚଲାଉଥିଲେ ତାଙ୍କ ଡ୍ରାଇଭ ପାଖରେ ବସିଥିଲେ ସେ ଚଣ୍ଡିଖୋଲ ରୁ କଟକ ଆସୁଥିଲେ l ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ କୁ ତାଙ୍କ କାର ଧକ୍କା ମରିଥିଲା ଦୁଇ ଜଣ ଯାକ କାର ଭିତରେ ଫସୀ ରହିଥିଲେ ଙ୍କୁ ଦମକଳ ବାହିନୀ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତୀ କରିଥିଲେ

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!