ଓଡିଶା ଖବର
ଅବିନାଶ ପାଢ଼ୀ ଓପି ଏସ ସି ଡାକୁରୀ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ସ୍ଥାନ ,ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ

ଭବାନୀପାଟଣା (AKN NEWS): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଶିକ୍ଷକ ଚମରୁ ଲାଲ ପଢ଼ି ଏବଂ ଶ୍ରୀମତୀ ନାମିତ ଦାସ ଙ୍କ ସୁପୁତ୍ର ଅବିନାଶ ପାଢ଼ୀ ଚଳିତ ଓପି ଏସ ସି ଦ୍ବାରା ପରିଚାଳିତ ଡାକ୍ତରୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧୃକାର କରିଥିବା ଯୋଗୁ କଳାହାଣ୍ଡି ଜିଲ୍ଲାବାସି ଗର୍ବିତ ।ଏନେଇ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ ଝୁଟୁ ଥିବା ଜଣା ପଡ଼ିଛି ।ବର୍ତ୍ତମାନ ସେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧୂକାରୀଙ୍କ ଦ୍ବାରା ନିଯୁକ୍ତି ହୋଇ ଜୁନାଗଡ଼ ସି ଏଚ ସି ରେ କାର୍ଯ୍ୟରତ ଅଛନ୍ତି ।
ବ୍ୟୁରୋ ରିପୋର୍ଟ AKN NEWS


