ଓଡିଶା ଖବର
ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ ଯୋଗଦାନ।

ପୁରୀ ୯/୨ (AKN NEWS): ଆଜି ପୁରୀ ର ନୂତନ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଭାବେ ଶରତ ଚନ୍ଦ୍ର ବେହେରା ଯୋଗ ଦେଇଛନ୍ତି।ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ଥିବା ପ୍ରଦୀପ କୁମାର ସାହୁ ଙ୍କ ର ଶ୍ରୀମନ୍ଦିର ପ୍ରଶାସନ କୁ ବଦଳି ହୋଇଥିଲା।ଶ୍ରୀ ବେହେରା ଏହା ପୂର୍ବରୁ ଓଡ଼ିଆ ସବ ଅର୍ଡିନେଟ ଷ୍ଟାଫ ସିଲେକ୍ସନର ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଥିଲେ।
ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS


