ଓଡିଶା ଖବର
ଜାତୀୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ନଥିବା ବେଳେ କଲିକତା ଏପୋଲ ରେ ଚିକିତ୍ସିତ, ସ୍ବାସ୍ଥ୍ୟ ଅବସ୍ଥା ସ୍ବଭାବିକ ଜାତୀୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଅଭିନେତା

(AKN NEWS): ଜାତୀୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ନଥିବା ବେଳେ କଲିକତା ଏପୋଲ ରେ ଚିକିତ୍ସିତ, ସ୍ବାସ୍ଥ୍ୟ ଅବସ୍ଥା ସ୍ବଭାବିକ।
୭୩ ବର୍ଷିଆ ମିଥୁନ ଚକ୍ରବର୍ତ୍ତୀ ସ୍ବାସ୍ଥ୍ୟ ଅବସ୍ଥା ନେଇ ଏପୋଳ ପକ୍ଷ ରୁ ଏକ ଖବର ପ୍ରକାଶିତ କରିଛନ୍ତି।
ନୂଆପଡା ରୁ ଓମ ପ୍ରକାଶ ଚୌଧୁରୀ AKN NEWS


