ଓଡିଶା ଖବର

ବିଶିଷ୍ଠ ଯୁବ ସମାଜସେବୀ ଇଂ ନନ୍ଦନ ମହାନନ୍ଦ ୨୦୨୪ ରେ ରାଜନୀତି ମୈଦାନ କୁ ଓ‌ଲାଇବ ଏବଂ ବିଜୟ ର ସମ୍ଭାବନା ଅଧିକ ରହିଛି

(AKN NEWS): ବରଗଡ ଜିଲ୍ଲା ର ଜଣେ ଜଣାଶୁଣା ବିଶିଷ୍ଠ ଯୁବ ସମାଜସେବୀ ଓ କୋଶଲ ମଜଦୁର ସଂଘ ର ପ୍ରତିଷ୍ଠାତା ଏବଂ ACC Cement ର ସଭାପତି ଇଂ ନନ୍ଦନ ମହାନନ୍ଦ ଯିଏକି ନିଜର ଦକ୍ଷ ସାଙ୍ଗଠନିକ , ଅନୁନ୍ନତ ଅଞ୍ଚଳରେ ଉତ୍ତମ ଶିକ୍ଷା ର ପ୍ରଚାର ପ୍ରସାର ସହ ସମାଜସେବା ସହିତ ଲୋକସମ୍ପର୍କ ହିଁ ଆଜି ଟାଣି ଆଣିଛି ରାଜନୀତି ମୈଦାନ କୁ ନିକଟ ଭବିଶ୍ୟତ ୨୦୨୪ ସାଧାରଣ ନିର୍ବାଚନ ରେ ନିଜକୁ ଅଧିକରୁ ଅଧିକ ଲୋକଙ୍କ ସେବା କରିବା ପାଇଁ ସଂକଳ୍ପ ନେଇଛନ୍ତି ବରଗଡ ନାର୍ବାଚନ ମଣ୍ଡଳୀ ରେ ବର୍ଷ ବର୍ଷ ଧରି ସମାଜ ସେବା ସହ ବିଭିନ୍ନ ଉନ୍ନତି ମୂଳକ ସାମାଜିକ କର୍ଯ୍ୟକ୍ରମ ରେ ନିଜ କୁ ନିୟୋଜିତ କରି ଜିଲ୍ଲା ରାଜ୍ୟ ତଥା ଦେଶ ବିଦେଶ ସ୍ତର ରେ ମଧ୍ୟ ବହୁବାର ପୁରସ୍କୃତ ଓ ଉଚ୍ଚପ୍ରଶଂସିତ ଓ ହୋଇଥିବା ର ନଜୀର ଅଛି ଏବଂ ତାଙ୍କ ଜିତାବା ର ଅଧିକ ସମ୍ଭାବନା ଅଧିକ ଅଛି ବଳି ଲୋକ ମାନଙ୍କ ଠାରୁ ଜଣା ପଡୁଛି

Bargarh ru akn news pratinidhi Mr Souraj nag

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!