ଓଡିଶା ଖବର

ଜଣ ସମ୍ପର୍କ ପଦଯାତ୍ରା 

ଭୁବନେଶ୍ୱର (AKN NEWS): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ଦାମିଆବରବରା ପଞ୍ଚାୟତ‌ ଅନ୍ତର୍ଗତ ଶାଳିଆ ଡ଼୍ୟାମ କଲୋନୀ ରେ ଜନସମ୍ପର୍କ ପଦଯାତ୍ରା କରି ଜନ ଆଶୀର୍ବାଦ ପ୍ରାପ୍ତ କରିଥିଲେ ବରିଷ୍ଠ ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ।

ଏହି ପଦଯାତ୍ରାରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଶ୍ରୀ ଅମରେନ୍ଦ୍ର ରଣସିଂହ, ବାଣପୁର ବ୍ଲକ ର‌ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ମାଧବ ଦଳେଇ, ବିରଜାଈ ମଣ୍ଡଳ ଭାଜପା ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ଭୋଳ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ୍ ହୋଇଥିଲେ।

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!