ଓଡିଶା ଖବର

ସମାଜସେବୀ ବିଭୂତି ଭୂଷଣ ମହାକୁଡ ଙ୍କ ପରଲୋକ

AKN NEWS-ଅତ୍ୟନ୍ତ ଦୁଃଖଦ ଖବର, ଜଣେ ସଂଗ୍ରାମୀ ସାଥି କଳାହାଣ୍ଡି ସାମ୍ବାଦିକ ୟୁନିୟନ ର ପ୍ରତିଷ୍ଠାତା ସଭ୍ୟ ତଥା ମ, ରାମପୁର ଅଞ୍ଚଳ ର ବିଶିଷ୍ଟ ସମାଜସେବୀ ବିଭୂତି ଭୂଷଣ ମହାକୁଡ ଙ୍କ ପରଲୋକ ରେ ଜିଲ୍ଲା ସାମ୍ବାଦିକ ୟୁନିୟନ୍ ର ସମସ୍ତ ସାଥି ଗଭୀର ମର୍ମାହତ। ମର ଆତ୍ମା ଙ୍କ ସଦଗତି କାମନା କରିଵା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ ।
ମହମ୍ମଦ ଅଲ୍ଲୀ, ସଭାପତି ଓ ସମସ୍ତ ସାଥି, କଳାହାଣ୍ଡି ସାମ୍ବାଦିକ ୟୁନିୟନ, କଳାହାଣ୍ଡି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!