ରାଜନୀତି

ଗାଁ ଗାଁରେ ଅନିଲ ମେହେର ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗାଁ ଗାଁରେ ଅନିଲ ମେହେର ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ଼,(AKN NEWS):ଆଜି ପାଟଣାଗଡ଼ ବ୍ଲକ୍‌ କେନ୍ଦୁମୁଣ୍ଡି ସହ ବେଲପଡ଼ା ବ୍ଲକ୍‌ର ଖାଲିପଥର ତେତେଲମୁଣ୍ଡା ସଲଣ୍ଡି ଆଦି ଗ୍ରାମରେ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ଅନିଲ ମେହେର ନିର୍ବାଚନ ପ୍ରଚାର ପାଇଁ ପହଂଚିଥିବା ବେଳେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି ଜନସାଧାରଣ । ଗାଁ ଗାଁରେ ହରିବୋଲ ହୁଳହୁଳି ସହ ପାରମ୍ପାରିକ ବାଦ୍ୟରେ ଅନିଲ ଙ୍କ ସ୍ୱାଗତ କରାଯାଉଥିବା ବେଳେ କଂଗ୍ରେସ ର ଜୟଧ୍ୱନିରେ ଉଛୁଳି ପଡୁଛି ଗାଁ ଦାଣ୍ଡ । ଏଭଳି ସ୍ଥିତି ଦେଖି କଂଗ୍ରେସ କର୍ମୀଙ୍କ ମହଲରେ ଖୁବ୍‌ ଉତ୍‌ସାହ ଦେଖା ଦେଉଥିବା ବେଳେ ଅନିଲ ମେହେର ଙ୍କ ବିଜୟ ନିଶ୍ଚିତ ବୋଲି ଲୋକଙ୍କ ଆଶା।

Duryodhan Barge nka report AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!