ଓଡିଶା ଖବର
ବିଫୁଳ ମାତ୍ରା ରେ ବେଆଇ ମଦ ଜବତ

ବିଫୁଳ ମାତ୍ରା ରେ ବେଆଇ ମଦ ଜବତ
ଭୁବନେଶ୍ୱର, (AKN NEWS):ଅବକାରୀ ଚଢ଼ାଉ କରି ଵିଫୁଳ ମାତ୍ର ରେ ବେଆଇ ମଦ ଜବତ କରିଥିବା ଖବର ଆମ ହସ୍ତଗ ହୋଇଛି l ମିଳିଥିବା ଖବର ଅନୁଯାଇ ନିର୍ବାଚନକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିପୁଳ ବେଆଇନ ମଦ ଜବତ କରିବା ସହିତ ସେଗୁଡିକୁ ନଷ୍ଟ କରି ଦିଆଯାଇଛି। ଅବକାରୀ ଏବଂ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହାୟତାରେ ୭ ଜଣଙ୍କୁ ଗିରଫ ମଧ୍ୟ କରା ଯାଇଛି
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS


