ଓଡିଶା ଖବର

ଭୋଟ ଦେଲେ କନକ ବର୍ଦ୍ଧନ ଓ ସଂଗୀତା

AKN NEWS: ପାଟଣାଗଡ଼ରେ ଭୋଟ ଦେଇଛନ୍ତି ବଲାଙ୍ଗିର ଲୋକସଭା ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ ଏବଂ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ । ଭୋଟର ମାନଙ୍କ ମତଦାନରେ ଉତ୍ସାହ ରହିଥିବା ଶ୍ରୀମତୀ ସିଂହଦେଓ କହିଥିବା ବେଳେ ଭୋଟର୍‌ଙ୍କ ସ୍କାନର୍‌ରେ ମୋଦି ଗ୍ୟାରେଣ୍ଟି ରହିଥିବା ସେ କହିଛନ୍ତି । ଦେଶର ସାମୁହିକ ବିକାଶ ପାଇଁ ଭୋଟରମାନଙ୍କ ଆଶୀର୍ବାଦ ତାଙ୍କ ପ୍ରତି ରହିଥିବା ସେ ସ୍ପଷ୍ଟ ମତ ଦେଇଛନ୍ତି । ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ କହିଛନ୍ତି ଯେ, ଚଳିତ ନିର୍ବାଚନରେ ବିଜେପି ବିଜୟୀ ହେବ ଏବଂ ଓଡ଼ିଶାରେ ଡବଲ୍‌ ଇଂଜିନ୍‌ ସରକାର ଚାଲିବ।

Duryodhan Barge nka report AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!