କଳାହାଣ୍ଡି କରାଟେ ସ୍କୁଲ ପକ୍ଷରୁ ଜିଲ୍ଲା ସ୍ତରୀୟ ବେଲ୍ଟ ପରୀକ୍ଷା ଉଜ୍ଜାପିତ ହୋଇଯାଇଛି

ଭବାନୀପାଟଣା,(AKN NEWS) :କଳାହାଣ୍ଡି କରାଟେ ସ୍କୁଲ ପକ୍ଷରୁ ଜିଲ୍ଲା ସ୍ତରୀୟ ବେଲ୍ଟ ପରୀକ୍ଷା ଉଜ୍ଜାପିତ ହୋଇଯାଇଛି ଗତ ୨୬.୫.୨୪ ତା ଦିନ ହାଇଟେକ ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହଇଯାଇଛି ଇନୋହା ସିଟରିୟ କେଇସିନକାଇ କରାଟେ କଳାହାଣ୍ଡି ଶାଖା ର I
ଇନୋହା ସିଟରିୟ କେଇସିନକାଇ କରାଟେ ଇଣ୍ଡିଆ ର ଜାତୀୟ ପ୍ରେସିଡେଣ୍ଟ ହାଂଶୀ ଏସ. ଏସ. ହରିଚନ୍ଦନ ଙ୍କ ଅନୁମତି କ୍ରମେ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ପରୀକ୍ଷକ ସେଂସେଇ କୃଷ୍ଣ ଚନ୍ଦ୍ର ସାହୁ ବ୍ଲାକ ବେଲ୍ଟ ଓ କଲର ବେଲ୍ଟ ପରୀକ୍ଷା ନେଇଥିଲେ ଏହିପରୀକ୍ଷା ରେ ୨୫ ଜଣ ଛାତ୍ରୀ ଛାତ୍ର ଭାଗନେଇଥିଲେ ସେମାଙ୍କ ମଧ୍ୟ୍ୟରେ ଅମିତାଭ ନାଏକ,
ଆଇଶା ସିଂ,ରବିଶପ୍ରତାପ ସିଂ,ଇକଚ୍ଛା ସିଂ, ତ୍ରିଶା ସିଂ,ଆରାଧ୍ୟା କୁମାର ଭାଗ୍ୟଶ୍ରୀ ଶତପଥି, ଗୌସିଭ ସିନ୍ଦୁର, ନାସିକ ତାଣ୍ଡି,
ପ୍ରତୀକ କେତକୀ, ନିର୍ମାଲ୍ୟ ବାରିକ ପାଇଥିବା ବେଳେ ଅରେଞ୍ଜ ବେଲ୍ଟ ରେ ଭୁବନେ ମାଝୀ, ଆରୟନ ଆୟୁଷ୍ମାନ ବେହେରା, ନିବେଦନ କୁମାର ସାହୁ,ଚୂଡ଼ାମଣି ତାଣ୍ଡି,ସୁରଜ ଗୌଡ଼,କିଷାନ ମାଝୀ,ଯତୀନ କୁମାର ବଗର୍ତି ସେହିଭଳି ଗ୍ରୀନ ବେଲ୍ଟ ରେ ବର୍ଗୀଶ ନାଏକ,ନମନ ମହାରଣା, ତୁଷାର ସାହା ପାଇଛନ୍ତି ପରପଲ ବେଲ୍ଟ ଅବନ୍ତିକା ପ୍ରଧାନ ବ୍ରାଉନ ବେଲ୍ଟ ସୌହାର୍ଦ୍ଦ୍ୱୟ ବିହାରୀ ବ୍ଲାକ ବେଲ୍ଟ ରେ ଆଦିତ୍ୟ ମେହେର ପାଇଛନ୍ତି ବୋଲି ସେଂସେଇ କୃଷ୍ଣ ଚନ୍ଦ୍ର ସାହୁ ସୂଚନା ଦେଇ ଛନ୍ତି l
ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ।


