ଓଡିଶା ଖବର
ନୂଆପଡା ନିବାସୀ ଆଦ୍ଵେତ ଅଭ୍ୟୁଦୟ ଦାସ ନିଟ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ, ଅଞ୍ଚଳ ପାଇଁ ଗୌରବ ଅର୍ଜନ

ନୂଆପଡା (AKN NEWS): ନୂଆପଡା ନିବାସୀ ଅଭ୍ୟୁଦୟ ଦାସ ନିଟ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ତାଙ୍କ ଏହି ସଫଳତା ଅଞ୍ଚଳ ପାଇଁ ଗୌରବ ଆଣି ଦେଇଥିବା ବେଳେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ଜଣାଇଛନ୍ତି। ଅଭ୍ୟୁଦୟ ଦାସ ଙ୍କ ବାପା ଦୀନେଶ ଚନ୍ଦ୍ର ଦାସ ନୂଆପଡା ର -ପୋଲିସ କର୍ମୀ ମାଁ କବିତା କୁମାରୀ ଦାସ ପୁଅର ସଫଳତା ତାର ପରିଶ୍ରମ ଏବଂ ଶିକ୍ଷକ ଙ୍କ ଉପଯୁକ୍ତ ମାର୍ଗ ଦର୍ଶନ ଦ୍ବାରା ସମ୍ଭବ ହୋଇଅଛି। ୭୨୦ ନମ୍ୱର୍ ରୁ ୬୯୨ ନମ୍ୱର୍ ରଖିଛନ୍ତି।
ଓମ ପ୍ରକାଶ ଚୌଧୁରୀଙ୍କ ରିପୋର୍ଟ AKN NEWS


