ଓଡିଶା ଖବର

ଖଡ଼ିଆଳ ବ୍ଲକ କିରକିଟା ଗ୍ରାମରେ ଆଜି ବଜ୍ରାଘାତ ରେ ତହସିଲ ମାଝୀ ଙ୍କ ମୃତ୍ୟୁ, ସିଙ୍ଗଲ ମାଝୀଗୁରୁତର ଆହତ

ଖଡ଼ିଆଳ ବ୍ଲକ କିରକିଟା ଗ୍ରାମରେ ଆଜି ବଜ୍ରାଘାତ ରେ ତହସିଲ ମାଝୀ ଙ୍କ ମୃତ୍ୟୁ, ସିଙ୍ଗଲ ମାଝୀଗୁରୁତର ଆହତ

ନୂଆପଡା :୦୭.୦୬. ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରକିଟା ଗ୍ରାମରେ ଆଜି ବଜ୍ରାଘାତ ରେ ଜଣେ ବୟସ୍କ ବ୍ୟକ୍ତି ମୃତ୍ୟୁ, ଜଣେ ଗୁରୁତର ଆହତ ହୋଇଅଛନ୍ତି। ଆହତ ବ୍ୟକ୍ତିଙ୍କୁ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଅଛି। ମୃତ୍ୟୁ ବ୍ୟକ୍ତି ଜଣକ ତାହସି ମାଝୀ ଏବଂ ଗ୍ରାମର ଅନ୍ୟ ଜଣେ ଆହତ ବ୍ୟକ୍ତି ସିଙ୍ଗଲ ମାଝୀ ବାହାର କୁ ଯାଇଥିଲେ। ସେଠାର ହଠାତ୍ ବଜ୍ରାଘାତ ହେବା ଯୋଗୁଁ ଦୁଇ ବ୍ୟକ୍ତି ଆହତ ହୋଇଥିବା ବେଳେ ତହସିଲ ମାଝୀ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସିଙ୍ଗଲ ମାଝୀ ଆହତ ହୋଇଛନ୍ତି। ସେ ବର୍ତ୍ତମାନ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!