ସୁଷମା ଡେଣ୍ଟାଲ କେୟାର ଜୁନାଗଡ଼ଠାରେ ଉଦଘାଟିତ

ସୁଷମା ଡେଣ୍ଟାଲ କେୟାର ଜୁନାଗଡ଼ଠାରେ ଉଦଘାଟିତ
ଜୁନାଗଡ଼,, ତା.୮/୬(ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ସୁଷମା ଡେଣ୍ଟାଲ କେୟାର ତାଙ୍କ ଜନ୍ମ ଦିନରେ ଉଦଘାଟିତ କରିଛନ୍ତି | ସୁଷମା ନିବାସ ଏନ.ଏଚ.୨୬,ସାପ୍ତାହିକ ବଜାର ସମ୍ମୁଖ ଜୁନାଗଡ଼ ଠାରେ | ଉଦଘାଟନି ଅଫର (ଫ୍ରି)ଡାକ୍ତର ପରାମର୍ଶ ତା.୮-୯-୧୦ ଜୁନ ୨୦୨୪ | ସୁଷମା ସିଂହ ସ୍ଵାମୀ ଘାସିରାମ ସିଂହ, ଡା. ସ୍ନିଗ୍ଧା ସିଂହ ବିଡିଏସ (ପିଡିଡିୟୁ)ଛ.ଗ ଦନ୍ତ ବିଶେଷଜ୍ଞ ରେ:ନଂ :୨୯୪୫-ଏ କ୍ଲିନିକାଲ ଏଣ୍ଡୋଡୋଣ୍ଟିଷ୍ଟିକ (ହଙ୍ଗକଙ୍ଗ) କସମେଟୋଲୋଜିଷ୍ଟ, ଇମ୍ପଲେଣ୍ଡୋଲୋଜିଷ୍ଟ | ଉଦଘାଟୀତ ସମୟରେ ଉପସ୍ଥିତ ଥିଲେ ସ୍ୱପ୍ନା ସିଂହ, ସାର୍ଥକ ସିଂହ,ତରୁଲତା ସିଂହ,ସଞ୍ଜୟ ସିଂହ, ସାଗର ସିଂହ, ଅଜୟ କୁମାର ସିଂହ, ସୁବାସ ଅଗ୍ରୱାଲ,ଲଳିତ ଅଗ୍ରୱାଲ,ରାଜୁ ଅଗ୍ରୱାଲ, ମୃତୁଞ୍ଜୟ ବାଗ, ଅଶୋକ ପାତ୍ର,ଗୋଲାପ ସିଂହ,ହର ପ୍ରସାଦ ସିଂହ, ସୁବାସ ସିଂହ, ପୃଷତ୍ତମ ସିଂହ, ମଇସର ସିଂହ, ବସନ୍ତ ସିଂହ, ରୁପେଶ ବେହେରା, ଶକ୍ତି ଶରତ ମୁଣ୍ଡ, ଶରତ ସିଂହ,ଧନୁର୍ଯ୍ୟ ସିଂହ, ଅଙ୍କିତ କୁମାର ସାହୁ, ବୋବଳୁ ସାହୁ, ଭାରତ କୁମାର ଅଗ୍ରୱାଲ, ସଂଜିବ ସିଂହ, ଜଗଦିଶ ସିଂହ, ଅମରେନ୍ଦ୍ର ସିଂହ, ସମସ୍ତେ ଉଦଘାଟିତ ସମୟରେ ଉପସ୍ଥିତ ରହିଥିଲେ |


