ଓଡିଶା ଖବର

ନଳକୂପ ରେ ଚାନ୍ଦିନୀ ନାହିଁ : ପ୍ରଶାସନ ଚୁପ l

ନଳକୂପ ରେ ଚାନ୍ଦିନୀ ନାହିଁ : ପ୍ରଶାସନ ଚୁପ l

ତା 19/06/24
ସ୍ଥାନ ବରଗଡ
ରିପୋର୍ଟ ରଜନୀକାନ୍ତ ସାହୁ

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିତା ପଞ୍ଚାୟତ ର ବିଭିନ୍ନ ଗାଁ ରେ ସରକାର ଙ୍କ ତରଫରୁ ଲୋକ ଙ୍କ ସୁବିଧା ପାଇଁ ନୂତନ ନଳକୂପ ଖୋଲାଯାଇଥିଲା l ନଳକୂପ ଖୋଲା ଯାଇଛି ସତ କିନ୍ତୁ ଦୁଇବର୍ଷ ହେଲାଣି ନଳକୂପ ରେ ଚାନ୍ଦିନୀ ହୋଇନି ଏଣୁ କରି ଶୁଦ୍ଧ ପାଣି ଲୋକ ପାଇ ପାରୁନାହାନ୍ତି l ଦହିତା ପଞ୍ଚାୟତ ର ଦହିତା ବୁଢ଼ୀକଟା, ସର୍ଗିପାଲି ର ଦୁଇଟି, ଆମ୍ବବାହାଲ ନୁନମୁଣ୍ଡା, ସୁଲିଆ ଯାମପାଲି ର ନଳକୂପ ରେ ଚାନ୍ଦିନୀ ତିଆରି ହୋଇନି ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l RWSS ବିଭାଗ ରେ ଲୋକ ମାନେ ତଥା ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ପାଣ୍ଡେ ବାରମ୍ବାର ଅଭିଯୋଗ କରିବା ପରେ ବି କେହି ଶୁଣୁନାହାନ୍ତି l

ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!