ଓଡିଶା ଖବର
ଜଙ୍ଗଲୀ ହାତୀ ଆକ୍ରମଣ ରେ ତିନିଜଣ ଙ୍କ ମୃତ୍ୟୁ ll

ଜଙ୍ଗଲୀ ହାତୀ ଆକ୍ରମଣ ରେ ତିନିଜଣ ଙ୍କ ମୃତ୍ୟୁ ll
ତା 19/06/24
ସ୍ଥାନ ବରଗଡ
ରିପୋର୍ଟ ରଜନୀକାନ୍ତ ସାହୁ
ଝାରବନ୍ଧ : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଲଡିହି ଗ୍ରାମରେ ହାତୀ ଆକ୍ରମଣରେ ଗୋଟେ ପରିବାର ର ତିନି ଜଣଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ ଗ୍ରାମର ପାନ ବରିହା 28ବର୍ଷ, ଝିଅ ସୁନନ୍ଦା ବରିହା 11ବର୍ଷ. ପୁଅ ଆଦିତ୍ୟ ବରିହା 3ବର୍ଷ,ଗାଁର ଅନ୍ୟ ଏକ ପରିବାରର ଜଣ କୁ ଆଘାତ କରିଛି. ଏବଂ ପାଇକ ମାଲ ବ୍ଲକ ର ମଥୁରା ପୁର ଜଣକୁ ହାତୀ ଆକ୍ରମଣ କରିଥିବl ସୂଚାନ ମିଳିଛି ଏବଂ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି l
ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ l


