ଓଡିଶା ଖବର
ଓଏସପିଏଫ ଯବାନଙ୍କ ମୃତ୍ୟୁ

ଓଏସପିଏଫ ଯବାନଙ୍କ ମୃତ୍ୟୁ
ନୂଆପଡା ଜିଲ୍ଲା ସୁନାବେଡା ରେ କାଯ୍ୟରତ ଓଏସପିଏଫ ଜବାନ ଙ୍କ ମ଼ତ୍ୟୁ । ଗତକାଲି ଦେହ ଅସୁସ୍ଥ ହେବା ରୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଥିଲେ । ଆଜି ତାଙ୍କ ମ଼ତ୍ୟୁ ଘଟିଛି । ମୃତ୍ୟୁ କାରଣ ଜଣା ପଡିନାହି । ମୃତ ଜବାନ ଙ୍କ ନାମ କର୍ଣ୍ନ ବିଶୋଇ । ସେ କୋରାପୁଟ ଜିଲ୍ଲା ର ବୋଲି ଜଣା ପଡିଛି |
Om prakash Chaudhary


