ଓଡିଶା ଖବର
କନ୍ଧକେଳ ଗାଁ ସେକସନ ରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ

(AKN NEWS): ବଲାଙ୍ଗୀର ଜିଲ୍ଲା ସଇଁତଲା କେନ୍ଦୁପତ୍ର ରେଞ୍ଜ ଅଧିନସ୍ଥ କନ୍ଧକେଳ ଗାଁ ସେକସନ ଅନ୍ତର୍ଗତ ସାଣ୍ଡପାଳି କେନ୍ଦୁପତ୍ର ଫଡି ପରିସର ରେ ଆଜି ସର୍କଲ ଚେକର ଅଶୋକ କୁମାର ଶଡଙ୍ଗୀ ଙ୍କ ତତ୍ତ୍ଵାବଧାନ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ,ଉକ୍ତ କାର୍ଯ୍ୟକ୍ରମ ରେ ବାଇଣ୍ଡିଙ୍ଗ ଚେକର ମନବୋଧ ସାହୁ ,ସଇଁତଲା ରେଞ୍ଜ ସଭାପତି ଶୁଶାନ୍ତ କୁମାର ମେହେର , ଶୁଭମ ସାଣ୍ଡ ,ପ୍ରେମଳାଳ ଶାଣ୍ଡ, ନନ୍ଦଳାଳ ଶାଣ୍ଡ, ମେଟ୍ ଧର୍ମେନ୍ଦ୍ର ଭରାସାଗର ଉପସ୍ଥିତ ଥିବା ବେଲେ ସାବୁନ ଗଛ ,ପିଜୁଳିଗଛ ,ଡାଳିମ୍ବ ,ଆମ୍ବ ଗଛ ,କଦମ୍ବ ଗଛ ସହ ଅନେକ ପ୍ରକାରର ବୃକ୍ଷରୋପଣ କରାଯାଇ ଥିବା ବେଲେ ସର୍କଲ ଚେକର ଅଶୋକ ଶଡଙ୍ଗୀ ବୃକ୍ଷରୋପଣ ଉପରେ ଉଦେଶ୍ୟ ରେ ଆଲୋକ ପାତ କରିବା ସହ ସମସ୍ତ ଙ୍କ ଧନ୍ୟବାଦ ଅର୍ପଣ କରିଥିଲେ
ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS


