ଓଡିଶା ଖବର
ଜଳିଆ ଦର୍ହ ଅଙ୍ଗନୱାଡି କେନ୍ଦ୍ରରେ ଓଡ଼ିଶା ସିକିଲ୍ ସେଲ୍ ଓ ଥାଲାସେମିଆ ପରିକ୍ଷଣ କାର୍ଯ୍ୟକ୍ରମ

(AKN NEWS): ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ସ୍ବାସ୍ଥ୍ୟକେନ୍ଦ୍ର ଦ୍ବାରା ଓଡିଶା ସରକାର ଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ, ଓଡ଼ିଶା ସରକାର ଜାତିୟ ସ୍ବାସ୍ଥ୍ୟ ମିଶନ ଦ୍ବାର ଯୋଗାଇ ଦିଆଯାଉ ଥିବା ସିଭିଲ ସେଳ ଓ ଥାଲାସେମିଆ ପରିକ୍ଷା ଆଜି ଜଲିଆ ଦର୍ହ ଅଙ୍ଗନୱାଡି କେନ୍ଦ୍ରରେ ଅନୁଷ୍ଠିତ ହୋଇ ଯାଇଛି ,ଉକ୍ତ କାର୍ଯ୍ୟକ୍ରମ ରେ ଏମ.ପି .ଏଚ୍ .ଡବ୍ଲୁ ପ୍ରମୋଦ କୁମାର ପଧାନ ,ଜନତା ମାଝି ,ଆଶାଦିଦି ବାସନ୍ତି ମେହେର ଉପସ୍ଥିତ ଥିବାବଳେ ଛୋଟ ଛୋଟ ଶିଶୁ, ମାଁ, ବୃଦ୍ଧ ବୃଦ୍ଧା ,କିଶୋରି ବାଳିକା ଏବଂ ବୟସ୍କ ପୁରୁଷ ମହିଳା ମାନଙ୍କୁ ମଧ୍ଯ ପରିକ୍ଷା କରାଯାଉ ଥିବା ଶ୍ରୀ ପଧାନ କହିଛନ୍ତି ତେବେ ସରକାର ଦ୍ବାରା ଦିଆଯାଇ ଥିବା ସେବା କୁ ଗ୍ରାମ ବାସୀ ଙ୍କୁ ଆଶା ଦିଦି ଘର ଘର ବୁଲି ସମସ୍ତ ଙ୍କୁ ବୁଝାଇ ଜଲିଆ ଦର୍ହ ଅଙ୍ଗନୱାଡି କେନ୍ଦ୍ର କୁ ପଠାଇ ରକ୍ତ ନମୁନା ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି
ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS


