ଓଡିଶା ଖବର

ଉମରକୋଟ ଯୁବକଙ୍କ ନିଆରା ପ୍ରୟାସ।ବୁଲା କୁକୁର ଏବଂ ଗାଇଙ୍କୁ ଲଗାଇଲେ ଲାଇଟ୍ । 

ଉମରକୋଟ (AKN NEWS): ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦର କିଛି ଯୁବ ଗୋଷ୍ଠୀ ଙ୍କ ନିଆରା ପ୍ରୟାସ। ବୁଲା କୁକୁର ଏବଂ ବୁଲା ଗାଇ ଗୋରୁ ମାନଙ୍କୁ ଦୁର୍ଘଟଣା ରୁ ବଞ୍ଚିବା ନିମନ୍ତେ ବେକରେ ଲାଇଟ୍ ଲଗାଇ ଚର୍ଚ୍ଚା ରେ ଆସିଛନ୍ତି।

ଯୁବକ ମାନେ ହେଲେ ସୁଜିତ କୁମାର୍,ରହିତ ସୁନାନୀ, ରମେଶ ମେହେର, କଲ୍ୟାଣ ମେହେର, ରାଜା,ଲାଲା ଏବଂ ଟନି ଆଗକୁ ଅଧିକ ରୁ ଅଧିକ ଗାଇ ଏବଂ କୁକୁର ଙ୍କୁ ଲଗାଇବାକୁ ଚେଷ୍ଟା କରୁଥିବା କହିଛନ୍ତି।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!