ଓଡିଶା ଖବର
ଆଜି ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର(AKN NEWS): ଆଜି ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ l ଓଡିଶା ର ବଲାଙ୍ଗୀର ଲୋକ ସଭା କ୍ଷେତ୍ର ସୋନପୁରରେ ଜିଲ୍ଲା ସ୍ଥିତ ରାମେଶ୍ବର ଷ୍ଟାଡିୟମରେ ଆୟୋଜିତ ସଭାରେ ସମ୍ବୋଧିତ କରିବେ ।ଶାହଙ୍କ ଗସ୍ତକୁ ନେଇ ନେତା ଓ କର୍ମୀ ଉତ୍ସାହିତ ଦେଖିବା କୁ ମିଳିଛି l
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS


