ଓଡିଶା ଖବର
ଇକୋ କ୍ଲବମାଧ୍ୟ୍ୟମରେ ବୃକ୍ଷ ରୋପଣ ବାଣ୍ଡି ଗାଁ

(AKN NEWS): କଳାହାଣ୍ଡି ଜିଲ୍ଲା ଜୟ ପାଟଣା ବ୍ଲକ ବାଣ୍ଡି ଗାଁଅମୁଲ୍ୟକୁମାରଶ୍ରୁତି ଉଚ୍ଚବିଦ୍ୟାପୀଠ ରେ ଇକୋ କ୍ଳବ ମାଧ୍ୟ୍ୟମରେ ଆଜି ବୃକ୍ଷରୋପଣ ଅନୁଷ୍ଠିତ ହୋଇଥିଲା ଏହିବୃକ୍ଷ ରୋପଣ କାଯ୍ୟକ୍ରମ ରେମୁଖ୍ୟ ଅଥିତି ଶ୍ରୀ ସତ୍ୟଗଉଡ଼.ଅମୁଲ୍ୟକୁମାର ଶ୍ରୁତି ଉଚ୍ଚ ବିଦ୍ୟାପୀଠ ପ୍ରଧାନଶିକ୍ଷକ.ଶ୍ରୀ କୁଞ୍ଜବିହାରୀ ଖଡ଼ିକାର.ଶିକ୍ଷକ ଶ୍ରୀ ନାରାୟଣ ସାହୁ.
ଶ୍ରୀ ନିରଞ୍ଜନ କର. ଶ୍ରୀ ସୁଶାନ୍ତ ଦେ. ଶ୍ରୀ ଜୟନ୍ତ କୁମାର ପୁରହିତ.ଅଥିତି ଶ୍ରୀ ଦେବେନ୍ଦ୍ର ବାରିକ ସମସ୍ତ ଅମୁଲ୍ୟ ବିଦ୍ୟା ପୀଠରସମସ୍ତଛାତ୍ର ଛାତ୍ରୀ ଉପସ୍ଥିତ ରହି ବୃକ୍ଷ ରୋପଣ ସହ ବର୍ତମାନ ପରିସ୍ଥିତି ରେ ଗଛର ଅlବସ୍ୟକତା ସମ୍ପକରେ ବକ୍ତ୍ୟବ୍ୟ ପ୍ରଦାନକରିଥିଲେ କଳାହାଣ୍ଡି ରୁ
ଟଙ୍କଧର ବିହାରୀ ଙ୍କ ରିପୋର୍ଟ akn news


