ଏକଲ ଅଭିଯାନ ଭବାନୀପାଟଣା ଅଞ୍ଚଳ ଗୋଲାମୁଣ୍ଡା ସଂଚ ର ନୂତନ ସମିତି ଚୟନ ବୈଠକ ଅନୁଷ୍ଠିତ ହୋଇଥିଲା।

(AKN NEWS):ଏକଲ ଅଭିଯାନ ଭବାନୀପାଟଣା ଅଞ୍ଚଳ ଗୋଲାମୁଣ୍ଡା ସଂଚ ର ନୂତନ ସମିତି ଚୟନ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ମାନନୀୟ ନିରଞ୍ଜନ ପ୍ରଧାନ, SHSS ସଭାପତି ଶ୍ରୀମତୀ ଜ୍ୟୋତି ପ୍ରଧାନ, ଅଞ୍ଚଳ ସଭାପତି ସୁଶ୍ରୀ ସବିତା ପଟ୍ଟନାୟକ,ଅଞ୍ଚଳ ସମ୍ପାଦକ ଶ୍ରୀଯୁକ୍ତ ରାଜକୁମାର ଖେତାନ , ଅଞ୍ଚଳ କାର୍ଯ୍ୟାଳୟ ପ୍ରଭାରୀ ଶ୍ରୀମତୀ ସରସ୍ଵତୀ ହୋତା ଙ୍କ ଉପସ୍ଥିତି ରେ ନୂତନ ସମିତି ଚୟନ କରାଯାଇଥିଲା। ଗୋଲାମୁଣ୍ଡା ସଂଚ ନୂତନ ଅଧ୍ୟକ୍ଷ ଭାବରେ ସମାଜ ସେବୀ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଅଗ୍ରୱାଲ, ସମ୍ପାଦକ ବିଜୟ ନନ୍ଦ ପବ୍ଲିକ ସ୍କୁଲ ରପ୍ରିନ୍ସିପାଲ ଶ୍ରୀଯୁକ୍ତ ଅମର ନାଏକ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଜଳନ୍ଧର ନାଏକ, ପ୍ରାଥମିକ ଶିକ୍ଷା ପ୍ରଭାରୀ ଭାବେ ଗୋଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଗ୍ରୀଣ୍ଡୋଲ ଆଞ୍ଚଳିକ ସାଧନ ସଂଞ୍ଜୋଜକ ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ, ଆରୋଗ୍ୟ ଶିକ୍ଷା ପ୍ରଭାରୀ ଶ୍ରୀଯୁକ୍ତ ରଙ୍ଗାଧର ମୁଣ୍ଡ, ବିକାଶ ଶିକ୍ଷା ପ୍ରଭାରୀ ଶ୍ରୀଯୁକ୍ତ ବ୍ରହ୍ମା ପ୍ରସାଦ କାଣ୍ଡ , ଜାଗରଣ ପ୍ରମୁଖ ଶ୍ରୀଯୁକ୍ତ ନକୁଳ ରାଉତ, ସଂସ୍କାର ପ୍ରମୁଖ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡା, ଯୁବା ପ୍ରମୁଖ ଶ୍ରୀଯୁକ୍ତ ରାଜେଶ କୁମାର ଅଗ୍ରୱାଲ, ମହିଳା ପ୍ରମୁଖ ଶ୍ରୀମତୀ ସବିତା ବାଗ , କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ହୃଦାନନ୍ଦ ସା ଓ ଅଞ୍ଚଳ ପାଠ୍ୟକ୍ରମ ପ୍ରଶିକ୍ଷଣ ପ୍ରଭାରୀ ଭାବରେ ଶ୍ରୀ ଇନ୍ଦୁ ଭୂଷଣ ରାଉତ , ଶ୍ରୀଯୁକ୍ତ ଗଗନ ବିହାରୀ ମୁଣ୍ଡ, ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମୁଣ୍ଡ, ଶ୍ରୀଯୁକ୍ତ ମୁନିରାମ ଖମାରୀ ଙ୍କୁ ଚୟନ କରାଗଲା। ଅଞ୍ଚଳ ଅଭିଯାନ ପ୍ରମୁଖ ଶ୍ରୀଯୁକ୍ତ ବିଷ୍ଣୁ ଷାଣ୍ଢ, ସଞ୍ଚ ପ୍ରମୁଖ ଶ୍ରୀଯୁକ୍ତ ଧନୁର୍ଯ୍ୟ ବନ୍ଦିଛୋଡ, ବରିଷ୍ଟ ସମାଜ ସେବୀ ଚତୁର ଭୁଜ ନାଏକଉପସ୍ଥିତ ଥିଲେ ଶ୍ରୀଯୁକ୍ତ ସୁରେନ୍ଦ୍ର ରାଉତ ଏବଂ ଶେଷରେ କେନ୍ଦ୍ରୀୟ ପ୍ରଭାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ସ୍ବାଇଁ ଶାନ୍ତିପାଠ କରିଥିଲେ।
dhramgarh upa khanda ru shyam sundar agrawal AKN NEWS


