ଓଡିଶା ଖବର
ଏଗାର ରାଉଣ୍ଡରେ ବିଜେପି ପ୍ରାର୍ଥୀ କନକ ବର୍ଦ୍ଧନ ସିଂ ଦେଓ ଆଗୁଆ

ଏଗାର ରାଉଣ୍ଡରେ ବିଜେପି ପ୍ରାର୍ଥୀ କନକ ବର୍ଦ୍ଧନ ସିଂ ଦେଓ ଆଗୁଆ
ପାଟଣାଗଡ , ( ଏଗାର ରାଉଣ୍ଡ ସୁଦ୍ଧା) ପାଟଣାଗଡ ନିର୍ବାଚନ ମଣ୍ଡଳୀରେ 4825 ଅଧିକ ଭୋଟରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ କନକ ବର୍ଦ୍ଧନ ସିଂଦେଓ । 42428ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସରୋଜ କୁମାର ମେହେର 37603 ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ମାତ୍ର 11145 ଭୋଟ ପାଇଥିବା ସୂଚନା ମିଳିଛି ।


