ଓଡିଶା ଖବର

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଅଂଚଳ ରେ ଆଜି ଶଙ୍ଖ ଜନସଂପର୍କ ପଦଯାତ୍ରା !

(AKN NEWS): ମୁରିବାହାଲ ବ୍ଲକ ଅଞ୍ଚଳ ରେ ୧୯ ତମ ଦିନ ରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀ ଙ୍କ ନେତୃତ୍ୱ ରେ “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମ ମୁରିବାହାଲ ବ୍ଲକ ମୁରିବାହାଲ ପଞ୍ଚାୟତ ଗମ୍ଭାରୀଖୋଲ,ପଙ୍ଗନିଆ, ସାଲେପଡା,ବରାଜୂରା,ଡୁମେରପଡା,ଘଣ୍ଟାବାହାଳୀ,ବନବାହାଲ, ମୁରିବାହାଲ ଗ୍ରାମ ରେ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ରୂପେ WODC ବିଶେଷଜ୍ଞ ସଦସ୍ୟ ହଂସରଜ ଜୈନ,ଏକ୍ସ କାମାଣ୍ଡୋ ବିଜେଡି ଯୁବନେତା ଗିରିରାଜ ସିଂ ମାଝୀ, ମୁରିବାହାଲ ବ୍ଲକ ପୂର୍ବତନ ଉପାଧ୍ୟକ୍ଷା ସୁନ୍ଦର ମତି ବାଗ, ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା,ବରିଷ୍ଠ ବିଜେଡି ନେତା ଦିଲୀପ ପୃଷ୍ଟି, ଅଭିଳାଷ ବଘାର, ଫାଲଗୁନି ହାତୀ, ଯେକିଷାନ ବାଗ, ଦୁର୍ଜେ ବେହେରା, କଶ୍ୟପ ସରାଫ, ଯୁଧିଷ୍ଠିର ଭରା ସଗରିଆ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରସୂଦନ ମାଝୀ,ତୁରେକେଲା ବ୍ଲକ ବିଜେଡି ବ୍ଲକ ସଭାପତି ଆଶାଦୁଲ୍ଲା ଖାନ,ତୁରେକେଲା ବ୍ଲକ ବିଜେଡି ଉପସଭାପତି ବିଶ୍ୱନାଥ ସାହୁ, କଣ୍ଟାବାଞ୍ଜି NAC ବିଜେଡି ସଭାପତି ଦେବାର ବାରିକ, କଣ୍ଟାବାଞ୍ଜି NAC ବିଜେଡି ଯୁବ ସଭାପତି ବିଷ୍ଣୁ ପ୍ରସାଦ ଜୁଏଡ଼,ବରିଷ୍ଟ ବିଜେଡି ନେତା ଶ୍ରୀଧର ମାଝୀ, ଦୈତାରୀ ଭୋଇ, ବିଟୁ ସାଙ୍ଘା, ଜଳନ୍ଧର ମହାନନ୍ଦ ସହ ଗ୍ରାମଞ୍ଚଳ ର ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!