କୁଟୁରା ଚୂଆଁ ରେ ବନ୍ୟ ପ୍ରାଣୀ ଦିବସ ପାଳିତ

କୁଚିଣ୍ଡା:୪/୧୦(AKN NEWS): କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁତୁର ଛୁଆଁ ସ୍ଥିତ ଶିକ୍ଷାନୁଷ୍ଠାନ ସମୂହ ନେଇ ବିଶ୍ଵ ବନ୍ୟ ପ୍ରାଣୀ ଦିବସ ପାଳିତ ହୋଇ ଯାଇଛି। କୁଟୁର ଛୁଆଁ ହାଇ ସ୍କୁଲ ର ପୁରାତନ ଛାତ୍ର ସଂସଦ ସଭାପତି ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପୁଝାରୀ ଙ୍କ ସଭା ପତିତ୍ୱରେ ଆୟୋଜିତ ସଚେତନତା ସଭାରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ବନ୍ୟ ପ୍ରାଣୀ ସଂରକ୍ଷକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମଣିଷ ପରି ପ୍ରାଣୀ ମାନଙ୍କର ମଧ୍ୟ ଜିଇଁ ରହିବାର ଅଧିକାର ରହିଛି ,ଏଣୁ ମଣିଷ ଯିବେ ଦୟା ପ୍ରଦର୍ଶନ ର ଆବଶ୍ୟକତା ରହିଛି ବୋଲି କହିଥିଲେ। , ଅଧ୍ୟାପକ ସତ୍ୟ ପଟେଲ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସୁଧୀର ନାଏକ ପ୍ରାରମ୍ଭିକ ସୂଚନା ଓଷ୍ଟିଥି ପରିଚୟ ପ୍ରଦାନ କରିଥିଲେ। ।ଏହି ଅବସରରେ ଛାତ୍ର,ଛାତ୍ରୀ ଙ୍କ ଭିତରେ ଡ୍ରଇଂ,ପ୍ରବନ୍ଧ ଲିଖନ ଓ କବିତା ରଚନା ପ୍ରତିଯୋଗିତା ଉଭୟ ସ୍କୁଲ ଓ କଲେଜ ସ୍ତରେ ପାଇଁ ଅନୁଷ୍ଠିତ ହୋଇଥିଲା। ଏହାକୁ ଶିକ୍ଷକ ସୁଯୋଗ୍ୟ ପଟେଲ ପରିଚାଳନା କରିଥିଲେ।ଶେଷରେ ପ୍ରତିମା ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ,।
ବ୍ୟୁରୋ ରିପୋର୍ଟ AKN NEWS


