ଓଡିଶା ଖବର

କୁତୁର୍ଲା ରେ ମାଗଣା ଚକ୍ଷୁପରୀକ୍ଷା ଶିବିର 

(AKN NEWS): ଆଜି ଧୃବ ଆନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁତୁର୍ଲା ରେ ଯୁବରେ ଉକ୍ରସ ରେଡରୀବନ ବ୍ଲକ ଏବଂ ମହାନଦୀ ନେତ୍ର ଚିକିତ୍ସାଲୟ ପାଣ୍ଡପାଲି ବୀରମାହାରାଜ ପୁର ମିଳିତ ଅନୁକଲ୍ୟରେ କମ୍ପୁଟରୀ କୃତ ମାଗଣା ଚକ୍ଷୁପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଶ୍ରୀ ପ୍ରମୋଦ କୁମାର ବଡ଼ପଣ୍ଡା ଅଧ୍ୟକ୍ଷ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀ ଦୈତାରୀ ପୂଝାରୀ ଯୁବ ରେଡ଼କ୍ରସ ବଲାଙ୍ଗୀର ଜିଲ୍ଲା କୋଡିନେଟର ଏହିଶିବିରକୁ ଅନୁଷ୍ଠିତ ଭାବରେ ଉଦଘାଟନ କରିଥିଲେ ମହାନଦୀ ନେତ୍ର ଚିକିତ୍ସାଲୟ ପଣ୍ଡାପଲିର ଡ଼ ସୁଜିତ ଥପା ଏବଂ ସହଯୋଗୀ କବଚାରି ଶ୍ରୀ ଚନ୍ଦ୍ରଶେଖର ନନ୍ଦ ଶ୍ରୀ ମନୋଜ ସାହୁ ପୁର୍ଣିମା ସାହୁ ମିତାଞ୍ଜଳି ବାଣ୍ଡଳୀ ପ୍ରକୁଖ ଯୋଗଦେଇ ସମସ୍ତ ରୋଗୀ ଙ୍କ ଚକ୍ଷୁ ପରୀକ୍ଷା କରି ଆବଶ୍ୟକିୟ ଔଷଧ୍ୟ ପ୍ରଦାନ କରିଥିଲେ ସନମାନିତ ଅତିଥି ଭାବରେ ଅଧାକ୍ଷକ ବଳରାମ ପଧାନ ବିଜୟ କୁମାର ଜାଲ କ୍ରୀଡା ଶିକ୍ଷକ ଶ୍ରୀ ସରୋଜ କୁମାର ନାୟକ ଉପଗନ୍ତି ର ରକ୍ଷକ ଶ୍ରୀ ଗୌରାଙ୍ଗ ବେମାଲ ତଥା ଦେଓଗାଁ ଛକ ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଶଶୀଭୁଷଣ ପାଣିଗ୍ରାହୀ ପ୍ରକୁଖ ଯୋଗଦେଇଥିଲେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଯୁବ ରେଡସ କ୍ରସ କାଉନସେଲର ଅଧ୍ୟପକ ଶ୍ରୀ ହେମନ୍ତ କୁମାର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶେଷରେ ଅଧ୍ୟପକ ବିନୟ କୁମାର ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟପକ ଶ୍ରୀ ମଙ୍ଗଳ ସାହୁ ଏବଂ ବିଦ୍ୟାଳୟ ର ସମସ୍ତ କର୍ମଚାରି ଯୋଗଦେଇଥିଲେ |

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!