ଓଡିଶା ଖବର

କୋର୍ଟ ନୋଟିସ ର ଅବମାନନା ପରେ ଦୁଇ ବ୍ୟକ୍ତି ଙ୍କୁ ଜମନକିରା ପୋଲିସ ଦ୍ୱରା ପଳାତକ ଘୋଷଣା

ଜମନକିରା ୦୫/୦୪/୨୪(AKN NEWS): ଆଜି ଅଡ଼ିସିନାଲ ଡିସ୍ଟିକ ଆଣ୍ଡ ସେସନ ଜଜ କମ ସମ୍ବଲପୁର( ଅଣ୍ଡର ପି. ଓ. ସି.ଏସ. ଓ ଆକ୍ଟ ଅନୁଯାଇ ଜମନକିରା ପୋଲିସ ଦ୍ୱାରା ଦୁଇ ବ୍ୟକ୍ତି ଙ୍କୁ ଡିବିଡିବି ବଜାଇ ପଳାତକ ଘୋଷଣା ହୋଇଛି l

ମାନ୍ୟବର ଅଦାଲତ ଅଡିସିନାଲ ଡିସ୍ଟିକ ଆଣ୍ଡ ସେସନ ଜଜ କମ ସମ୍ବଲପୁର ପସ୍କୋ ଙ୍କ ନିର୍ଦେଶ ଅନୁଯାଇ ମଦୁଲାର ଅନାମ ପାତ୍ର ପିତା ଦେବାରଚନ୍ଦ ପାତ୍ର ନିବାସୀ ଟିକିଲିପଡ଼ା ଓ ସୁବୋଧ ପ୍ରଧାନ ପିତା ଭୁବନେଶ୍ୱର ପ୍ରଧାନ ନିବାସୀ ତୁଲୁବ କଟଙ୍ଗପାଣି ଥାନା ଜମନକିରା ଜିଲ୍ଲା ସମ୍ବଲପୁର ଙ୍କ କୋର୍ଟ ରେ ହଜାର ନ ହେବାରୁ ତାଙ୍କୁ ପଳାତକ ଘୋଷଣା କରାଯାଇଛି l ମାନ୍ୟବର ଅଦାଲତ ଙ୍କ ଆଦେଶ ମୁତାବକ ଯଦି ସେହି ଦୁଇ ବ୍ୟକ୍ତି ଧର୍ଯ୍ୟ ସମୟ ମଧ୍ୟ୍ୟରେ ମାନ୍ୟବର ଅଦାଲତ ଙ୍କ ଶମ୍ବୁଖରେ ହାଜର ନ ହେଲେ ତେବେ ଧାରା ୮୩ ଭାରତୀୟ କାର୍ଯ୍ୟବିଧି ଆଇନ ଅନୁଯାଇ ଉକ୍ତ ଆରୋପି ଙ୍କ ସ୍ଥାବର ଓ ଆସ୍ତାବାର ସମ୍ପତି ବାଜି୍ୟାପ୍ତି ପାଇ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ଆଦେଶ ହୋଇଛି l

ଜମନକିରା ରୁ ଲିପନ ନାଏକ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!