ଓଡିଶା ଖବର

ଗାଇସିଲେଟ ନୂତନ ଥାନା ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

(AKN NEWS):ବରଗଡ ଜିଲ୍ଲା ଗାଇସିଲେଟ ଥାନା ରେ ନୂତନ ଭାବେ ଯୋଗଦାନ କରିଥିବା ଗାଇସିଲେଟ ଥାନାଧିକାରୀ ମାରିନସ ମିଂଜ଼ ଙ୍କୁ ସ୍ୱାଗତ ଜଣାଇଲେ ଯୁବ ସାମ୍ବାଦିକ ରଜନୀକାନ୍ତ ସାହୁ, ଗାଇସିଲଟ ଗ୍ରାମ୍ୟ ଉନ୍ନୟନ କମିଟି ସଭ୍ୟ ସମୀର ସାହୁ, ସମାଜସେବୀ ମନୋଜ ଦାଶ ଯୁବ ସାମ୍ବାଦିକ ଭାଗିରଥି ଭୋଇ ଆଜି ନୂତନ ଥାନାଧିକାରୀ ଙ୍କୁ ଗାଇସିଲେଟ କାର୍ଯ୍ୟାଳୟ ରେ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏବଂ ଏହି ଗାଇସିଲେଟ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା l

ବରଗଡ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!