ଓଡିଶା ଖବର

ଗୋଲାମୁଣ୍ଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ 

(AKN NEWS): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରବିବାର ଅପରାହ୍ନ ୩ଟା ରେ ଆଗାମୀ ରଥଯାତ୍ରା ଓ ବାହୁଡା଼ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଶୃଙ୍ଖଳା ର ସହ ସୁଚାରୁ ରୂପେ ରଥଯାତ୍ରା ପାଳନ କରିବା ପାଇଁ ଆଲୋଚନା ସହ ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା,ଟ୍ରାଫିକ ନିୟନ୍ତ୍ରଣ,ଆମ୍ବୁଲାନ୍ସ ସେବା,ରଥ ଟଣା ସମୟରେ ରାସ୍ତା କଡ଼ ଦୋକାନୀ କୁ ସ୍ଥାନାନ୍ତର,ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକ ରେ ଚତୁର୍ଭୁଜ ନାଏକ,ଚୁନିଲାଲ ଅଗ୍ରୱାଲ, ଶ୍ୟାମ ସୁନ୍ଦର ଅଗ୍ରୱାଲ,ଜଳନ୍ଧର ନାଏକ, ଦୁର୍ଗେଶ୍ୱର ରଣା,ସୁବାଷ ନାଏକ, ଜୟରାମ ନାଏକ,ଦିନ ରାଉତ ସମେତ ବହୁ ବୁଦ୍ଧିଜୀବୀ ଓ ସ୍ବେଛାସେବୀ ଉପସ୍ଥିତ ଥିଲେ

dhramgarh upa khanda ru shyam sundar agrawal akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!