ଓଡିଶା ଖବର

ଗ୍ରୀଷ୍ମ ତାତିରେ ପଶୁ ପକ୍ଷୀ ମାନେ ପାଣି ପାଇଁ ଡହକ ବିକଳ ହେଉ ଛନ୍ତି

ଗ୍ରୀଷ୍ମ ତାତିରେ ପଶୁ ପକ୍ଷୀ ମାନେ ପାଣି ପାଇଁ ଡହକ ବିକଳ ହେଉ ଛନ୍ତି

ଦିନକୁ ଦିନ ତାପ ମାତ୍ର ଅଧିକ କେବାକୁ ଲାଗିଛି ବେଳେ ପାଣି ବୁନ୍ଦେ ପାଇଁ ପକ୍ଷୀ ମାନେ ଏଗଛ ରୁ ସେ ଗଛ ହେଉ ଛନ୍ତି ହେଲେ କିଏ ବା ବୁଝି ବ ପକ୍ଷୀ ର ଭାଷା କୁ ପକ୍ଷୀ ମାନେ କେଉଁଠି ପାଣି ଥିବ କେହି ତ କେଉଁଠି ପାଣି ନ ଥିବ ଗ୍ରୀଷ୍ମ କାଲରେ ପୋଖରୀ ରେ ପାଣି ସୁଖୀ ଯାଏ ଥାଏ ତେଣୁ ପାଣି ପିଇ ବା କଷ୍ଟ ହେଇ ଯାଉଛି ଆଜିର ଦିନ ରେ ଅନେକ ଲୋକ ପଶୁ ପକ୍ଷୀ ପ୍ରେମୀ ଥାନ୍ତି ଠିକ ସେପରି ବେଲପଡା ଧୂମାଭଟା ସରପଞ୍ଚ ବନମାଳୀ ନାୟକ ମହାନତା ଦେଖଇ ଛନ୍ତି ପକ୍ଷୀ ମାନଙ୍କୁ ପ୍ରତେକ ଗଛରେ ମାଟି ର ପାତ୍ର ରେ ପାଣି ଦେଇ ଆମ୍ଭ ତୋଟାରେ ରଖିଛନ୍ତି ଏକ ସହ ଗଛରେ ମାଟି ପାତ୍ର ଦେଇ ପାଣି ପ୍ରତେକ ଗଛରେ ଲଗାଇ ଛନ୍ତି ସରପଞ୍ଚ ମହାଶୟ ଏପରି ମୋହନ କାମ ଯୋଗୁ ଅନେକ ପକ୍ଷୀ ମାନେ ପିଇ ବା ପାଣି ବଞ୍ଚିତ ହେବେ

Duryodhan berge nka report

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!