ଓଡିଶା ଖବର

ଘସିପୁରାରୁ ନିର୍ବାଚନ ଲଢ଼ିପାରନ୍ତି ସୌମ୍ୟ ପଟ୍ଟନାୟକ

ଭୁବନେଶ୍ୱର (AKN NEWS): ଘସିପୁରାରୁ ନିର୍ବାଚନ ଲଢ଼ିପାରନ୍ତି ସୌମ୍ୟ ପଟ୍ଟନାୟକ ଆଜି ଏନେଇ ଇସାରା ଦେଇଛନ୍ତି ସୌମ୍ୟରଞ୍ଜନ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ ବେଳେ ଗଣମାଧ୍ୟମକୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ବଡ଼ କଥା କହିଥିବା ଯାହା ଚର୍ଚ୍ଚା ବିଷୟ ହୋଇଛି l ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଘଷିପୁରା ବିଧାନସଭା ଆସନରୁ ଲଢ଼ିପାରନ୍ତି l ଶ୍ରୀ ପଟ୍ଟନାୟକ ଆଜି ସେ ଏନେଇ ଇ ଙ୍ଗିତ କରିଛନ୍ତି l ଘଟଗାଁ ମା ତାରିଣୀ ଦର୍ଶନ ଅବସରେ ଗଣମାଧ୍ୟ୍ୟ କୁ ସେ ଏନେଇ ସୂଚନା ଦେଇଛନ୍ତି ସେ କହିଛନ୍ତି ଏଠାରୁ ଲଢ଼ିବା ପାଇଁ ବିଜେପି ତରଫରୁ ପ୍ରସ୍ତାବ ଆସିଛି lତରଫରୁ ପ୍ରସ୍ତାବ ଆସିଛି। ଏଠାକାର ସ୍ଥାନୀୟ ଲୋକ ମଧ୍ୟ ମୋ ଉପରେ ଲଢ଼ିବା ଚାପ ପକାଉଛନ୍ତି। ଏନେଇ ମୋତେ ସଦ୍‌ବୁଦ୍ଧି ଦେବାକୁ ମା’ଙ୍କ ଦର୍ଶନ କରିବାକୁ ଆସିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ତେବେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡି ରେ ମିଶିବେ ନା ବିଜେପି ରେ ମିଶିବେ ତାହା ଦେଖିବା ରହିଲା

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!