ଜିଲ୍ଲା ଡମ୍ ସଂଗଠନ ନିର୍ଦ୍ଦେଶକ୍ରମେ ଧରମ ଦିଆଲ୍ ଭେଟଘାଟ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଜୟପୁର

କୋରାପୁଟ(AKN NEWS): ଜିଲ୍ଲା ଡମ୍ ସଂଗଠନ ମୁଖ୍ୟ କାର୍ଯ୍ୟାଳୟ ବାରିଣୀପୁଟ ଜୟପୁର କୋରାପୁଟ ଙ୍କ ନିର୍ଦ୍ଦେଶ କ୍ରମେ ଉପସଭପତି ଶ୍ରୀ ସମନାଥ ହରିଜନ ଙ୍କ ଅଧକ୍ଷତାରେ ଆଦ୍ୟ ତା ୨୪/୧୦/୨୦୨୪ ଗୁରୁବାର ଦିବା ୧୦:୩୦ମି ବାଲାପୁଟ ର ଶିବ ମନ୍ଦିର ପ୍ରାଙ୍ଗଣରେ ଜିଲା ସଭାପତି ଶ୍ରୀ ପବିତ୍ର ଖରା ଉପସଭାପତି ଶ୍ରୀ ସମନାଥ ହରିଜନ ସାଧାରଣ ସଂପାଦକ ଶ୍ରୀ ମଙ୍ଗଲ ଦାନ ଖିଲ ବୋରିଗୁମ୍ମା ଜୋନ୍ ସଭାପତି ଶ୍ରୀ ରେଶମ ପାତ୍ର, ନିରୀକ୍ଷକ ଶ୍ରୀ ହରିହର ହରିଜନ , କ୍ଷେତ୍ର ଅଧିକାରି ଶ୍ରୀ ଶଙ୍କର ହରିଜନ, ଉପଦେଷ୍ଟା ଶ୍ରୀ ମଙ୍ଗଳୁ ସଗରିଆ, ୧୦ ଟି ପଞ୍ଚାୟତର କର୍ମକର୍ତ୍ତା ଯଥା ଶ୍ରୀ ସମ୍ବାରୁ ହରିଜନ ବରିଷ୍ଟ କର୍ମକର୍ତ୍ତା ମଦନ ଗଣ୍ଡା , ଭାସ୍କର ଗଣ୍ଡା , ସନସାୟ ନାୟକ , ଗପି ହରିଜନ, ମୁନା ବାଗ, ଅଶୋକ ବାବୁ, ତୁଲାରାମ ବାବୁ, ସଦା ବାବୁ , ଧବଳୁ, ଧନୁର୍ଜୟ, ଗପି, ବୁଡୁ, ଅର୍ଜୁନ, ଡମୁ, ଚୈତନ , ଟିକି, ଅଭି, ସଭା, ମୂଲାସର ସଭାପତି ଭାଲୁ ବାବୁ , ଗପାଲ, ଦିବାକର, ବଳିଭଦ୍ର, ମୋଧୁ, ଡମ୍ବରୁ, ବୁଡୁ ସଦନ ବାବୁ, ମଦନ ବାବୁ, ଭଗବାନ ତ୍ରିନାଥ, ପ୍ରଫୁଲ୍ଲ ହାଣ୍ଡିଆ, ବୃନ୍ଦା ବନ ହାଣ୍ଡିଆ ,ସୁଶୀଲ ହରିଜନ ଙ୍କ ଉପସ୍ଥିତିରେ ଡମ ସମ୍ପ୍ରଦାୟ ମୁଖ୍ୟ ପର୍ବ ଧରମ ‘ ଦିଆଲ ‘ ଭେଟ ଘାଟ ଏବଂ କାର୍ଯ୍ୟକ୍ରମ ର ପରିଚାଳନା ଉପରେ ବିସ୍ତୃତ ଭାବେ ଆଲେଚନା କରାଗଲା ଉକ୍ତ ମହୋତ୍ସବ ପରି ଚାଳନା ନିମନ୍ତେ କଷାଦକ୍ଷ ଭାବେ ୧ ତୁଲା ରାମ ହରିଜନ ୨ ମୁନା ବାଗ ୩ ସମ୍ଵାରୁ ହରିଜନ ୪ ଭାସ୍କର ଗଣ୍ଡା ୫ ମଙ୍ଗଳୁ ସାଗରିଆ ୬ ହରିହର ହରିଜନଙ୍କୁ ସର୍ବ ସମତି କ୍ରମେ ମନନିତ କରାଗଲା । ବୋରିଗୁମ୍ମା ପଞ୍ଚାୟତ କାର୍ଯ୍ଯ ଭାର ତୁଲାଇବା ନିମନ୍ତେ ସନସାୟ ନାୟକ ଙ୍କୁ ସଭାପତି ଓ ଭାସ୍କର ଗଣ୍ଡା ଙ୍କୁ ସଂପାଦକ ପଦବିରେ ମନ ନିତ କରାଗଲା
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS


