ଓଡିଶା ଖବର

ଡେବ୍ରିପାଳି ଗାଁ ନେ ଚାଲୁଅଛେ ଫୁଟବଲ ପ୍ରତିଯୋଗିତା

ଡେବ୍ରିପାଳି ଗାଁ ନେ ଚାଲୁଅଛେ ଫୁଟବଲ ପ୍ରତିଯୋଗିତା

ବଲାଙ୍ଗୀର,(AKN NEWS):ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଡେବ୍ରିପାଲି ଗ୍ରାମ ଅଞ୍ଚଳ ଖେଳ ପଡିଆରେ ନେହେରୁ ସ୍ପୋର୍ଟିଙ୍ଗ କ୍ଲବ ତରଫରୁ ୨ୟ ତମ ଜିଲ୍ଲା ସ୍ଥରୀୟ ଫୁଟବଲ ଟୁର୍ନାମେଣ୍ଟ ଚାଲିଥିବା ସୋମବାର ପଞ୍ଚମ ଦିବସ ପ୍ରଥମ ଦିନ ସେମି ଫାଇନାଳ ପ୍ରଥମ ଖେଳ ସଲଣ୍ଡି ବନାମ ଖଇରମାଲ ମଧ୍ୟରେ ହୋଇଥିଲା l ସଲଣ୍ଡି ପେନାଲିଟି ସୁଟଆଉଟ ରେ ବିଜୟ ହୋଇଥିଲା l ଦ୍ବିତୀୟ ଖେଳ କାନୁଟ ଓ ମଧ୍ୟପୁର ମଧ୍ୟରେ ହୋଇଥିଲା l ଏଥିରେ ମଧ୍ୟପୁର ପେନାଲିଟି ସୁଟଆଉଟ ରେ ବିଜୟ ହୋଇଛି l ଖେଳର ମୁଖ୍ୟ ଅତିଥି ଭାବରେ MLA ସରୋଜ କୁ. ମେହେର ସମ୍ମାନିତ ଅତିଥି ଭାବରେ ଜୟ ଧରୁଆ, ବେଲପଡା ବ୍ଲକ ନୋମିନି ମହାକୁଡ଼ ଆଜ୍ଞା, ମଧୁ ନାଗ, ସଂକୀର୍ତନ ନାଏକ ଯୋଗଦେଇ ଉଭୟ ଦଳର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଖେଳକୁ ଅଶ୍ୱିନୀ ଭୁକ୍ତା ରେଫରି ପ୍ରତାପ ଭୁକ୍ତା ଓ ପାଣ୍ଡବ ବିଶି ଆସିସ୍ଟେନ ରେଫରି ପରିଚାଳନା କରିଥିଲେ l

ବଲାଙ୍ଗୀର ଜିଲ୍ଲା ରୁ କଞ୍ଜର ମୁନା ଙ୍କ ରିପୋର୍ଟ୍ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!