ଓଡିଶା ଖବର
ଧୂମାଭଟା ସରପଞ୍ଚ ବନମାଳୀ ନାୟକ ସମାଜ ସେବାରେ ଆଗେ

(AKN NEWS): ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ପଂଚାୟତ ରେ ସରପଞ୍ଚ ଙ୍କ,ଦୁଃଖ ସୁଖ ଲୋକ ଙ୍କର ସେବା ସବୁ ସମୟ ରେ ସେ ଆଗରେ ରହନ୍ତି ତାଙ୍କ ଜୀବନ ରେ ଯେତେ ଦୁଃଖ ଥିଲେ ମଧ୍ୟ୍ୟ ସେ ସେବାରେ ରେ ଆଗୋ ରହନ୍ତି ପ୍ରତେକ ଦିନରେ କିଛି ନା କିଛି ତାଙ୍କର ସେବା ଲାଗିଥାଏ ମାନବ ସେଵାହୀ ମାଧବ ସେବା, ଜଳିଆ ଗ୍ରାମ ରେ ମଦନ ବିଶ୍ୱାଳ ବୟସ 60କିଛି ଦିନ ହେବ ତାଙ୍କ ର ମୁର୍ତ୍ୟୁ ହୋଇ ଥିଲା ଧୂମାଭଟା ସରପଞ୍ଚ ବନମାଳି ନାୟକ ଖବର ପାଇ ତୁରନ୍ତ ସେ ହରିଚନ୍ଦ୍ର ଯୋଜନା ର ଟଙ୍କା ଆଣି, ସର୍ଗତ ମଦନ ବିଶ୍ୱାଳ ଙ୍କ ପତ୍ନୀ କୁ ତିନି ହଜାର ଟଙ୍କା ପ୍ରଦାନ କରି ଥିଲେ ଶ୍ରୀ ବନମାଳୀ ଏହି ପରିବାର ଆସି ଦୁଃଖ ସୁଖ ବୁଝି ଥିଲେ ଧୂମାଭଟା ପଂଚାୟତ ରେ ହରିଚନ୍ଦ୍ର ଯୋଜନା ରେ କେମିତି ଜଲଦିସାମିଲ ହେବ ସେ ନିୟମିତ ଭାବେ କାର୍ଯ୍ୟ କରୁଛନ୍ତି ଏହି ସମାଜ ସେବାକୁ ଦେଖି ଧୂମାଭଟା ଗ୍ରାମ ପଂଚାୟତ ର ଭିବିନ୍ନ ଗାଁ ରେ ପ୍ରଶଂସା ପାଉଛନ୍ତି
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


