ଓଡିଶା ଖବର

ପାଟଣାଗଡ ମାହେଶ୍ଵରୀ ସଂଗଠନ ତରଫରୁ ଗୁରୁଗୁଲ ସପ୍ତର୍ଶି ଅନାଥ ଆଶ୍ରମରେ ମାହେଶ୍ଵରୀ ସଂଗଠନ ତରଫରୁ ଉକ୍ତ ଆଶ୍ରମରେ ଏକ ବିଦେଶ ମୁହୂର୍ତ୍ତ

(AKN NEWS): ଆଜି ପାଟଣାଗଡ ମାହେଶ୍ଵରୀ ସଂଗଠନ ତରଫରୁ ଗୁରୁଗୁଲ ସପ୍ତର୍ଶି ଅନାଥ ଆଶ୍ରମରେ ମାହେଶ୍ଵରୀ ସଂଗଠନ ତରଫରୁ ଉକ୍ତ ଆଶ୍ରମରେ ଏକ ବିଦେଶ ମୁହୂର୍ତ୍ତ ” ଆଶ୍ରମର କୁନି କୁନି ପିଲାମାନଙ୍କୁ ଏକ ସଂଗଠନ ତରଫରୁ ଏକ ଭୋଗରଅୟୋଜନ ହୋଇଥିବା ବେଳେ ଏକ ଯଜ୍ଞ ମଧ୍ୟ ଅନୁଷ୍ଠିତ କରାଯାଉଥିଲା ! ଏଥିରେ ପାଟଣାଗଡ଼ ମାହେଶ୍ଵରୀ ସଂଗଠନର ସଭାପତି ନିରୋଜ ପଟେଲ, କଂସଲ ନାଗ , ଉତ୍ତମ ମହାନଦ, ଲଳିତ ମଲ୍ଲିକ ପ୍ରମୁଖ ସଦସ୍ୟଙ୍କୁ ନେଇ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ! ଅନ୍ୟ ପଟରେ ପାଟଣାଗଡ଼ ମାହେଶ୍ଵରୀ ସଂଗଠନର ସଭାପତି କହିଛନ୍ତି କି ଆଗମୀ ଦିନ ମାନଙ୍କରେ ଏହି ଆଶ୍ରମର ପିଲା ମାନଙ୍କୁ ନେଇ ଏଠି ସଂଗଠନ ତତଫରୁ ବିଭିନ୍ନ କାର୍ଯକ୍ରମ ମାନ ଆଗକୁ ଜାରି ରହିବ ବୋଲି କହିଛନ୍ତି !

ଏଵଂ ପିଲାମାନଙ୍କ ଭଲମନ୍ଧ ପଚାରି ବୁଝିବା ସହ”

କିଭଳି – ମାନସିକ ବିକାଶ କ୍ଷେତ୍ରରେ, କ୍ରୀଡାରେ , ପାଠରେ, ଏବଂ ସ୍ବାସ୍ଥ୍ୟ, ଉପରେ ଯତ୍ନଶୀଳ ରହିବେ ବିଦେଶ ଦ୍ଵାନ ଦିଆଯିବ ବୋଲି ଆଲୋଚନ କରିଛନ୍ତି ”

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!